Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ପରଲୋକ ଘଟିଛି।ଘଟଣାରୁ ପ୍ରକାଶ ସବୁଦିନ ପରି ପୂର୍ବତନ ଶିକ୍ଷକ ଆର୍ତ୍ତତ୍ରାଣ ପଣ୍ଡା ସକାଳୁ ଚାଲିଚାଲି ଯାଉଥିବାବେଳେ ଷ୍ଟାଡିୟମ ନିକଟରେ ପଛରୁ ଗୋଟିଏ ମଟର ସାଇକେଲ ଧକ୍କା ଦେଇଥଲା।…
ନାବାଳିକା ଦୁଷ୍କର୍ମ ମାମଲାରେ କଠୋର ରାୟ: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୮ ଲକ୍ଷ କ୍ଷତିପୂରଣ ସୁପାରିଶ
ଝାରସୁଗୁଡ଼ା:ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଶନିବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବିଚାରପତି ପୂଜା ସାରଙ୍ଗୀ ଅଭିଯୁକ୍ତ ଅଜୟ ସିଂ (୩୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ…
ନିଟ ପ୍ରଶ୍ନପତ୍ର ଲିକ୍ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ କଂଗ୍ରେସର ବର୍ଷଣ; ‘ଶିକ୍ଷା ବଞ୍ଚାଅ, ଭବିଷ୍ୟତ ବଞ୍ଚାଅ’…
ଝାରସୁଗୁଡା, ୨୭ ଜୁନ:ଦେଶବ୍ୟାପୀ ଚର୍ଚ୍ଚିତ ନୀଟ ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଓଡ଼ିଶା ସରକାରଙ୍କ ପ୍ରକାଶିତ ବିଦ୍ୟାଳୟ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ଶନିବାର ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ‘ଛାତ୍ରଙ୍କ ସ୍ୱର ଏବଂ ଶିକ୍ଷା ବଞ୍ଚାଅ, ଭବିଷ୍ୟତ ବଞ୍ଚାଅ’ ଶୀର୍ଷକରେ ଏକ…
ରାଉରକେଲାରେ ବଡ଼ ଅପରାଧ ମାମଲାରେ ଆଉ ଜଣେ ଗିରଫ, ମୋଟ ଗିରଫଦାରୀ ସଂଖ୍ୟା ବଢ଼ିଲା
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର-୭ ଥାନାରେ ରୁଜୁ ହୋଇଥିବା ବହୁଚର୍ଚ୍ଚିତ ଅପରାଧ ମାମଲାରେ ପୁଲିସକୁ ଆଉ ଏକ ସଫଳତା ମିଳିଛି। ମାମଲାର ତଦନ୍ତକୁ ଆଗକୁ ବଢ଼ାଇ ପୁଲିସ ସହ-ଅଭିଯୁକ୍ତ *ବିଶୁ ଓରଫ ଉମାକାନ୍ତ ହରିପ୍ପା (୩୫)*ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।ସୂଚନା ଅନୁଯାୟୀ, ଗତ ୧୬…
ଜଣେ ବୃଦ୍ଧା, ଗୋଟିଏ ଗାଁ ପାଇଛି ରାଜସ୍ଵ ଗ୍ରାମର ମାନ୍ୟତା ଛତାବର
ବେଲଗୁଣ୍ଠା, ୨୭/୦୬-(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅଧୀନ ବେଣିପଲ୍ଲୀ ପଂଚାୟତ ଅଧୀନରେ ରହିଛି ଛତାବର ଗାଁ। ଗାଁ ଟି ବେଲଗୁଣ୍ଠା ତହସିଲ ଗୋବରା ରାଜସ୍ବ ସର୍କଲ ଅନ୍ତର୍ଗତ ଏକ ରାଜସ୍ବ ଗ୍ରାମ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଗ୍ରାମରେ ଜଣେ ମାତ୍ର ବୃଦ୍ଧା ବାସ…
ଶୋଇଥିବା ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସିତ; ତଦନ୍ତରେ ପୋଲିସ
ରାଉରକେଲା,(ବସନ୍ତ କୁମାର ଜେନା): ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶୋଇଥିବା ଅବସ୍ଥାରେ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ପ୍ରାଥମିକ ସୂଚନା ଅନୁଯାୟୀ,…
କିର୍ମିରାରେ ସର୍ବାଧିକ ୨୯.୨ ମି.ମି. ବର୍ଷା, ଝାରସୁଗୁଡ଼ା ଜିଲ୍ଲାର ହାରାହାରି ୧୧.୧୨ ମି.ମି.
ଝାରସୁଗୁଡ଼ା, ୨୭ ଜୁନ: ଝାରସୁଗୁଡ଼ା ଜିଲ୍ଲାରେ ଶୁକ୍ରବାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୧.୧୨ ମି.ମି. ରେକର୍ଡ ହୋଇଛି। ଦିନକରେ ଜିଲ୍ଲାରେ ମୋଟ ୫୫.୬ ମି.ମି. ବର୍ଷା ହୋଇଥିବା ସୂଚନା ମିଳିଛି।
ବ୍ଲକ୍ଭିତ୍ତିକ ବର୍ଷା ପରିମାଣ ମଧ୍ୟରେ…
ପୋଲିସକୁ ଦେଖି ଖସିବା ବେଳେ ଡିଭାଇଡରରେ ପିଟିହେଲା କାର୍, ୨୩୧ କେଜି ଗଞ୍ଜେଇ ଜବତ; ଜଣେ ଗିରଫ, ଜଣେ ଫେରାର
ଝାରସୁଗୁଡ଼ା, ଶନିବାର: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ ପୋଲିସ ଏକ ବଡ଼ ଗଞ୍ଜେଇ ଚାଲାଣକୁ ପଣ୍ଡ କରିଛି। ବିଜୁ ଏକ୍ସପ୍ରେସୱେର ଖେରୁଆଲ ଛକ ନିକଟରେ ଏକ କାର୍ରୁ ୨୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ କାରବାରୀଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର…
ନୂତନ ଅପରାଧିକ ଆଇନକୁ ନେଇ ଦୁଇଦିନିଆ ତାଲିମ ଶିବିର ଉଦଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରିଟିଶ ଅମଳର ପୁରୁଣା ଅପରାଧିକ ଆଇନ ୨୦୨୪ ମସିହାରେ ହଟାଯାଇ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାର ହୃଦବୋଧ ତଥା ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦେବା ଲକ୍ଷ୍ୟରେ ନୂତନ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ…
ନବରଙ୍ଗପୁର ଠାରେ ଉଦ୍ୟମୀ ଓଡ଼ିଶା ଏମ ଏସ ଏମ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ନବରଙ୍ଗପୁର ୨୭.୬.୨୦୨୬: ଜିଲ୍ଲାରେ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା ଏବଂ MSME ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ମିଶନ୍ ଶକ୍ତି ସମ୍ମିଳନୀ କକ୍ଷ, ନବରଙ୍ଗପୁରଠାରେ ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ତଥା…