Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମଣିଷ ଜୀବନ ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାନ୍ତି: ସାଂସଦ ଅପରାଜିତା ଷଡ଼ଙ୍ଗୀ
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ନର୍ସିଂ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ
ଭୁବନେଶ୍ୱର, ମେ ୧୩: ଶିଶୁଟି ଜନ୍ମ ହେବା ଠାରୁ ଆରମ୍ଭ କରି ମନୁଷ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାଆନ୍ତି । ମହାବାତ୍ୟା ହେଉ ଅଥବା କୋଭିଡ ମହାମାରୀ ଯେକୌଣସି…
କେନ୍ଦୁଝରରେ ଜିଲ୍ଲାସ୍ତରୀୟ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” କାର୍ଯ୍ୟକ୍ରମ ଅନୁଷ୍ଠିତ
ସାମୁହିକ ବିବାହ ଉତ୍ସବରେ ପଡିଲା ୩୮ଜଣ ନବଦମ୍ପତିଙ୍କ ହାତ ଗଣ୍ଠି:
ସରକାରଙ୍କୁ ଧନ୍ୟବାଦ ଦେଲେ ପରିବାରବର୍ଗ
କେନ୍ଦୁଝର, ୧୩/୦୫/୨୦୨୬: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା "ଇଣ୍ଡିଆନ ବାଏ ବାର୍ଥ",…
କୋଲାବିରାରେ ପଶ୍ଚିମ ଓଡ଼ିଶାର ପ୍ରଥମ ‘ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ’ ଲୋକାର୍ପିତ
ମାଗଣାରେ ମିଳିବ ୧୦୮ ପ୍ରକାର ଡିଜିଟାଲ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା
ଝାରସୁଗୁଡ଼ା, ବୁଧବାର : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶ୍ଚିମ ଓଡ଼ିଶାର ପ୍ରଥମ ‘ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ’ ବୁଧବାର ଉଦଘାଟିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ…
ଓଡ଼ିଶା ଵିଚ୍ ଫ୍ୟାସନ ୱିକ୍ ରାମ୍ପ : ରାମ୍ପରେ ଚାଲି ଧୁମ୍ ମଚାଇଲେ ମଡେଲ୍
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗ୍ଲାମର ଦୁନିଆରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛି ନେକ୍ସଟ୍ ଜେନ ଫ୍ୟାସନ୍ ଟୁର ଏଣ୍ଡ ଲାଇଫ୍ । ସମ୍ବଲପୁରୀ , ହସ୍ତତନ୍ତ ଅନ୍ୟ ଫ୍ୟାବ୍ରିକର ଵହୁଳ ପ୍ରଚାର ପ୍ରସାର ପାଇଁ ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଥିବା ନେକ୍ସଟ୍…
ରାଜ୍ୟସ୍ତରୀୟ ତ୍ରିଦିବସୀୟ ମାଧ୍ୟମିକ ଇଂରାଜୀ ଶିକ୍ଷକ ଦକ୍ଷତା ବିକାଶ କର୍ମଶାଳା ଉଦଘାଟିତ
ଝାରସୁଗୁଡ଼ା: ଡିଏଭି ସେଣ୍ଟର ଫର ଏକାଡେମିକ ଏକ୍ସଲେନ୍ସ, ନୂଆଦିଲ୍ଲୀର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ଡିଏଭି ଅନୁଷ୍ଠାନସମୂହଙ୍କ ରିଜିଓନାଲ ଟ୍ରେନିଂ ସେଣ୍ଟରର ସହଯୋଗରେ ରାଜ୍ୟର ୭ଟି କ୍ଲଷ୍ଟରର ମାଧ୍ୟମିକ ବର୍ଗ ଇଂରାଜୀ ବିଷୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତ୍ରିଦିବସୀୟ ଶିକ୍ଷକ ଦକ୍ଷତା…
୧୪ ତାରିଖରେ ପୁରୀ ବିଜେଡିର ଏସ୍ପି ଅଫିସ ସମ୍ମୁଖରେ ପ୍ରତିବାଦ
ପୁରୀ ଜିଲ୍ଲାରେ ଆଇନର ଶାସନ ଚାଲୁନାହିଁ
ଅପରାଧୀ ମାନଙ୍କୁ ରାଜନୈତିକ ସୁରକ୍ଷା ଦେଉଛି ବିଜେପି
ଭୁବନେଶ୍ୱର, ୧୨/୦୫/୨୦୨୬: ରାଜ୍ୟରେ ଆଇନ ଶୃଙ୍ଖଳା ରସାତଳଗାମୀ । ଏନ୍ସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ । ନିକଟରେ ରାଜ୍ୟରେ ଏମିତି କିଛି ଅପରାଧିକ…
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ
ଭୁବନେଶ୍ୱର, ମେ ୧୨: ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରା ଅଧିନସ୍ଥ ନର୍ସିଂ ବିଭାଗ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ସହ ତାଙ୍କ…
ସାରସକଣା ବ୍ଲକ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପଞ୍ଚାୟତ ମନ୍ତ୍ରୀ ରବି ନାଏକ।
୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପ
୨୯ଟି ଗ୍ରାମର ୪୦୭୦ରୁ ଅଧିକ ପରିବାର ଉପକୃତ ହେବେ
୨୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ରାସ୍ତା ଓ ୨୫ ଲକ୍ଷ ଟଙ୍କା ବ୍ୟୟରେ ନୂତନ ହୋ ଗୋଷ୍ଠୀ କେନ୍ଦ୍ର ଉଦଘାଟନ।
ମୟୁରଭଞ୍ଜ ରୁ ଦିପୁ ମହାପାତ୍ର : ଗ୍ରାମ୍ୟ ଉନ୍ନୟନ,…
ଦୁର୍ବଳ ସରକାର ପାଇଁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ,ସାଧାରଣ ଜନତା ଭୟଭୀତ : ଅରୁଣ
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଏସ୍ପି ଅଫିସ ଘେରାଉ ପାଇଁ ଅରୁଣଙ୍କ ଚେତାବନୀ, ୧୪ରେ ଦିଆଯିବ ଦାବିପତ୍ର
ନୟାଗଡ଼(ବିଶ୍ୱଜିତ ନାୟକ) :- ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୁଲିସ ପ୍ରତି ଲୋକଙ୍କ ମନରେ ଭୟ ନାହିଁ । ଥାନାରେ…
ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ: ୨୪ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତ ଗିରଫ
ବେଆଇନ ମାଙ୍କଡ଼ା ପଥର ଖଣି ମାଫିଆଙ୍କ ସମ୍ପୃକ୍ତି ସୂଚନା
ଓଡ଼ଗାଁ, ୧୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚିତ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ବେଆଇନ ମାଙ୍କଡ଼ା ପଥର ଖଣି ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ, ଘଟଣାର ୨୪ ଘଣ୍ଟା ନପୁରୁଣୁ…