ଯେପରି ହିତାଧିକାରୀ ଊପକୃତ ହୋଇପାରିବେ ସେଥିପ୍ରତି ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବା ଉଚିତ : ପ୍ରମିଳା
ପଞ୍ଚମ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ
ଯାଜପୁର, (ଜୟଶଙ୍କର ଦାଶ) ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯେ କୈାଣସି ଯୋଜନାକୁ ପ୍ରଭାବିତ କରିଥାଏ । ତେଣୁ ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇ ଯେପରି ହିତାଧିକାରୀ ଊପକୃତ ହୋଇପାରିବେ ସେଥିପ୍ରତି ଊତ୍ତରଦାୟୀ ଭାବେ କାର୍ଯ୍ୟ…