Sign in
Sign in
Recover your password.
A password will be e-mailed to you.
Author
SPNEWS 56560 posts 0 comments
ରାଜନୀତି ଭିତରେ ପଲିଟିକ୍ସ ପଶିଯାଇଛି, ଅଙ୍ଗନବାଡି ଆନ୍ଦୋଳନ ତ ନୁହେ ଦୁଇ ଦଳଙ୍କ ବଳ କଷାକଷି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ଗୋଟିଏ ଗୋଷ୍ଠୀ ଜିଦରେ
କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ
ରାଜଧାନୀରେ ନବୀନଙ୍କୁ କୃତଜ୍ଞତା ଜଣାଇଲେ ସହସ୍ରାଧିକ ଅଙ୍ଗନବାଡି କର୍ମଚାରୀ
ବିଜେଡି ପଚାରିଲା -ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡି କର୍ମୀଙ୍କ ଦରମା କେତେ …
ଅଙ୍ଗନବାଡି କର୍ମୀଂକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି….. ଏପଟେ ବିଜେପି ମହିଳା ମୋର୍ଚାର ଆନ୍ଦୋଳନ,…
ଭୁବନେଶ୍ୱର : ଅଙ୍ଗନବାଡି କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପାରିଶ୍ରମିକ ବୃଦଧି ଓ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ବିଷୟ ଭିଗୋସେନକରିବା ପରେ ବହୁ ସଂଖ୍ୟକ ଅଙ୍ଗନବାଡି କର୍ମଚାରି ଆନ୍ଦୋଳନ ଛାଡି ନିଜ ନିଜ ଅଂଚଳକୁ ଚାଲିଯାଇଥିବା ବେଳେ ବିଜେପି ସମର୍ଥିତ ଗୋଟିଏ…
ବେଆଇନ ବାଣ କାରଖାନା ଉପରେ ଚଢ଼ାଉ
ଭୁବନେଶ୍ୱର ରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ; ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଲେଖନପୁର ଓ ସମନ୍ତରାପୁର ଗ୍ରାମରେ ବେଆଇନ ବାଣ ତିଆରି ହେଉଥିବାର ସୂଚନା ପାଇ,ଖୋର୍ଦ୍ଧା ଉପଜିଲାପାଳ ସରୋଜ ସାହୁଙ୍କ ନିର୍ଦେଶ କ୍ରମେ ,ଖୋର୍ଦ୍ଧା ଏସଡିପିଓ ହରିହର ପାଣି,ଟାଉନ ଥାନା ଅଧିକାରୀ,ବେଗୁନିଆ ଥାନା…
ସଂଘକୁ ଫଟେଇ ଦେଲେ ସରକାର , ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି
ଭୁବନେଶ୍ୱରରୁ : ବିଜେପୁର ନିବାଚନ ପୂର୍ବରୁ ଲଗାତାର ଭାବେ ଦ୍ୱିତୀୟ ଦିନ ପାଇଁ ବିରୋଧୀ ଦଳକୁ ଚକମା ଦେଇଛନ୍ତି ନିଜ ଘୋଷଣା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟିକ । ୧୭ ବର୍ଷ ପରେ ହଠାତ ବିଜେପୁର ଅଂଚଳର ଜଳସେଚନ ଲାଗି ମୁଖ୍ୟମନ୍ତ୍ରୀଙ୍କ ମନେ ପଡିଯିବା ଓ ଗତକାଲି ବିଜେପୁର ପାଇଁ…
ଦାମଙ୍କୁ ବିଜେପିର ପ୍ରଶ୍ନ : ୪୦ ବର୍ଷର ରାଜନୀତିରେ ପାରାଦୀପ ପାଇଁ କରିଛ କଣ, ବିଜେଡିର ଉତ୍ତର : ଦାମବାବୁ ନିର୍ମାଣ…
ପାରାଦୀପ : ପାରାଦୀପ ବିଧାୟକ ତଥା ମନ୍ତ୍ରୀ ଡା. ଦାମୋଦର ରାଉତ ଦୀର୍ଘ ୪୦ ବର୍ଷ ଧରି କ୍ଷମତାରେ ରହି ଓ ୧୭ ବର୍ଷ ବିଜେଡି ସରକାର ଅମଳରେ ପାରାଦୀପ ନିର୍ବାଚନ ମଣ୍ଡଳୀ ବାସୀଙ୍କ ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ସ୍ଥାନୀୟ ବିଜେପି ନେତାମାନେ ପ୍ରଶ୍ନ କରିଛନ୍ତି । ପାରାଦୀପ…
ବିଦ୍ବେଷ ଏବଂ ଅସହିଷ୍ଣୁତା-ମୋଦି ସରକାରଙ୍କ ଭୂଷଣ : ଡା. ରାଉତ
ଭୁବନେଶ୍ୱରରୁ ଚକ୍ରଧର ମାଝୀ : ଭୁବନେଶ୍ୱରରୁ ଚକ୍ରଧର ମାଝୀ : ଏକତା, ଅଖଣ୍ଡତା, ଧର୍ମନିରପେକ୍ଷତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଭାରତବର୍ଷରେ ସମ୍ପ୍ରତି ହିଂସା, ଦ୍ୱେଷ ଓ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାର ଅପଚେଷ୍ଟା କରାଯାଉଛି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ ତାଙ୍କ…
ବାଳାଶ୍ରମରେ ବିଜେଡି ପାଳିଲା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୨ ତମ ଜନ୍ମୋସôବ ସମଗ୍ର ରାଜ୍ୟରେ ଆଜି ଧୁମଧାମରେ ପାଳିତ ହେଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସଦର ଶାଖା ପକ୍ଷରୁ ବାଳାଶ୍ରମ ଅନ୍ତେବାସୀଙ୍କ ଗହଣରେ ବେଶ୍…
ଆଦର୍ଶ ଶିକ୍ଷକ,ନାଟ୍ୟକାର କଳାପ୍ରାଣ ଦିଲ୍ଲେଶ୍ୱର ତ୍ରିପାଠୀ ଆଉ ନାହାନ୍ତି
ବଲାଙ୍ଗିରରୁ ନିରୋଜ ମିଶ୍ର - ଅବସର ପ୍ରାପ୍ତ ବର୍ଷୀୟାନ ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ମୃଦଙ୍ଗ, ତବଲା ବାଦକ ଓ କୀର୍ତ୍ତନ ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ୮୦ ବର୍ଷ ବୟସରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସଙ୍ଗୀତ, ନାଟକ ଓ ଭକ୍ତି…
୬୩ ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଏଥଲେଟିକ ପ୍ରତିଯୋଗିତା ଉଦ୍ଘାଟିତ, ଭାଗନେଲେ ୩୦ଟି ଜିଲ୍ଲାରୁ ୬୪୦ ପ୍ରତିଯୋଗୀ ।…
ବଲାଙ୍ଗିରରୁ ନିରୋଜ ମିଶ୍ର - ସ୍ଥାନୀୟ ଗାନ୍ଧି ଷ୍ଟାଡିୟମଠାରେ ୬୩ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଏଥ୍ଲେଟିକସ ପ୍ରତିଯୋଗୀତା ଉଦ୍ଘାଟିତ ହୋଇଯାଇଛି । ସୁବୋଧ କୁମାର ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ ଶ୍ରୀ ଆଶିଷ…