ସରିଲା ମନଛୁଆଁ ଜ଼ିଲ୍ଲା ମହୋତ୍ସବ ଯଯାତି : କୃତଜ୍ଞତା ଜଣାଇଲେ ଆୟୋଜକ କମିଟୀ

    ଯାଜପୁର/Jayshankar dash :ସଂସ୍ଥା ଯାଜପୁର ଜିଲ୍ଲା  ମହୋତ୍ସବ ମଙ୍ଗଳବାର ସଂଧ୍ୟାରେ ଊଜ୍ଜାପିତ ହୋଇଯାଇଚ୍ଥି । ବଲିଉଡ ବିଶିଷ୍ଟ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ, ମାଧୁରୀ ଦେ,  ଅଭିନେତ୍ରୀ ଅର୍ଚ୍ଚିତା ପ୍ରଭୃତିଙ୍କ ସଂଗୀତ ଓ ନୃତ୍ୟ ମଧ୍ୟରେ  ସମାପ୍ତ ହୋଇଥିଲା ମହୋତ୍ସବର  ଶେଷ ସଂଧ୍ୟା ।…

 ମୟୁରଭଞ୍ଜ ନିର୍ଵାଚିତ ପ୍ରତିନିଧିମାନେ ରାଜ୍ୟପାଳ   ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ

ନିର୍ବାଚିତ ପ୍ରତିନିଧିମାନଙ୍କୁ ଶାସକ ବିଜେଡି ବିଧାୟକଙ୍କ ଅବହେଳା ଓ ଅସମ୍ମାନ ପ୍ରଦର୍ଶନ : ବିଜେପି   ଭୁବନେଶ୍ୱରରୁ ଚକ୍ରଧର ମାଝି  :  ଗତ ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରି ସେମାନଙ୍କୁ…

`କେନ୍ଦ୍ରାପଡାରେ  କର୍କଟ ରୋଗ ନିରୁପଣ ଶିବିର`୧୯ ରେ 

  କେନ୍ଦ୍ରାପଡାରୁ ପ୍ରଫୁଲ୍ଲ ମଲ୍ଲ :ମୁମ୍ବାଇସ୍ଥିତ ଜଗନ୍ନାଥ କ୍ୟାନ୍ସର ଏଡ୍ ଫାଉନ୍ଡେସନ୍-ଜାକଫ୍‍ଙ୍କ ସୌଜନ୍ୟରେ ଆସନ୍ତା ୧୯.୧୧.୨୦୧୭ ତାରିଖ ରବିବାର  ଦିନ  କେନ୍ଦ୍ରାପଡା ମ୍ୟୁନିସିପାଲ୍ଟି ଟାଉନ ହଲଠାରେ ଏକ କର୍କଟ ରୋଗ ନିରୁପଣ ଶିବିର ଅନୁଷ୍ଠିତ ହେବ  | ସକାଳ 9ଟାଠାରୁ ଦିନ  3ଟା…

ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ କରିବେ ଜିଲ୍ଲା ଗସ୍ତ 

ସ୍ୱାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ   ଭୁୁବନେଶ୍ୱର :  ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଷ୍ପତି ନେଇଛି ଯେ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ଜିଲ୍ଲାଗସ୍ତ ଯିବେ ଓ ଏହାକୁ କଡାକଡି ଭାବେ…

ଆଉ ତିନିଦିନ ବରଷିବ, ଶୀତ ବଢିବ 

  ଭୁବନେଶ୍ୱର - ବଙ୍ଗୋପସାଗରରେ ଗୋପାଳପୁର ଠାରୁ ୫୬୫ କିଲୋମିଟର ଦୂରରେ  ଘନୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ  ମଙ୍ଗଳବାର ଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଥିବା ବେଳେ  ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।  ଅଶାନ୍ତ…

ଜୟନଗର ପଂଞ୍ଚୟତ ହାଇସ୍କୁଲରେ ସ୍ୱତନ୍ତ୍ର ଶିଶୁ ଦିବସ କାର୍ୟକ୍ରମ

କେନ୍ଦ୍ରାପଡା/papu malla : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଂଚାୟତସ୍ଥିତ  ଜୟନଗର ପଂଞ୍ଚୟତ ହାଇସ୍କୁଲରେ ସ୍ୱତନ୍ତ୍ର ଶିଶୁ ଦିବସ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ଟି ସ୍କୁଲର  ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସ୍ଥାନୀୟ ସରପଞ୍ଚ ନିହାରିକା ସାମଲ,ସମିତି ସଭ୍ୟ…

ପଣ୍ଡିତ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସୁନାଗରିକ ହେବାକୁ ପରାମର୍ଶ

ରାୟଗଡାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ    ରାୟଗଡା/ Saroj sahu : ରାୟଗଡାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ ମହା ସମାାରୋହରେ ପାଳିତ ହୋଇଯାଇଛି  । ଶିକ୍ଷାକେନ୍ଦ୍ରର ଶରତ ଭାଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯୋଗ…

ମୟୂରଭଞ୍ଜ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତା ଏବଂ ବ୍ଲକ ଓ ନଗର ସଭାପତି

  ଭୁବନେଶ୍ୱର :  ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ସଭାପତି  ପ୍ରବୀଣ କୁମାର ଭଞ୍ଜଦେଓଙ୍କ ସୁପାରିସ କ୍ରମେ ନୂତନ ବ୍ଲକ ଓ ନଗର ସଭାପତି ଏବଂ ଜିଲ୍ଲା କମିଟିରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି । ବ୍ଲକ ସଭାପତି ଯଥା,…

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ଓଡିଆ ଭାଷା ବୃତ୍ତି  ପୁରସ୍କାର, ମୁଖ୍ୟମନ୍ତ୍ରୀ ମେଧା…

  - ୪୦ ହଜାର କୃତୀ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା - ମୋ ସ୍କୁଲ ଅଭିଯାନ ପାଇଁ ୧୦୦ କୋଟି  ଟଙ୍କାର କର୍ପସ୍ ପାଣ୍ଠି ଘୋଷଣା ଭୁବନେଶ୍ୱର: ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ସରକାରଙ୍କ ଲକ୍ଷ୍ୟ  । ଏଥିପାଇଁ ଓଡିଆ ଭାଷାରେ ୧୦ମ ଶ୍ରେଣୀରେ ଭଲ କରିଥିବା ପିଲାଙ୍କୁ…