ଜବାବ ଭୁଲି ଯାଇଛନ୍ତି ମୋଦି ସରକାର ,ଚାଷୀ ନୁହନ୍ତି ମୋଦିଙ୍କ ପ୍ରାଥମିକତା

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଅନୁରୋଧକୁ କରୁଛନ୍ତି ବିରୋଧ ୨୭ରେ ବିଜେଡି କୃଷକ ସାମ୍ମୁଖ୍ୟର ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ଭୁବନେଶ୍ୱର/ CHAKRADHAR MAJHI : ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ…

୧୫ତମ ଜାତୀୟ ଆନ୍ତ-ଜିଲା ଜୁନିୟର ଆଥେଲେଟିକ୍ ମିଟ

ମୟୂରଭଞ୍ଜରୁ ୧୧ ଜଣିଆ ଟିମ ବିଶାଖାପାଟଣା ଗସ୍ତ ବାରିପଦା- ଭାରତୀୟ ଆଥେଲେଟିକ୍ ଆସୋସିଏସନ ଦ୍ୱାରା  ବିଶାପାଟଣାଠାରେ ଆୟୋଜିତ ହେବାକୁ ଯାଉଥିବା  ୧୫ତମ ଜାତୀୟ ଆନ୍ତଃ-ଜିଲା ଜୁନିୟର ଆଥେଲେଟିକ୍ ମିଟରେ ଅଂଶ ଗ୍ରହଣ କରିବା ନିମନ୍ତେ ମୟୂରଭଞ୍ଜ ଜିଲାରୁ ୧୧ ଜଣିଆ ଟିମ ଶୁକ୍ରବାର ପୂର୍ବାହ୍ନରେ…

ପାରାଦୀପ ରିଫାଇନରୀ ସମ୍ମାନଜନକ ‘କଳିଙ୍ଗ ନିରାପତ୍ତା ପୁରସ୍କାରରେ ସମ୍ମାନୀତ

  ପାରାଦୀପ, ୨୪.୧୧.୨୦୧୭: ନିକଟରେ ଶେଷ ହୋଇଥିବା ‘ଓଡିଶା ରାଜ୍ୟ ନିରାପତ୍ତା ସମ୍ମିଳନୀ-୨୦୧୭’ ରେ ଇଣ୍ଡିଆନ ଅଏଲ ଦ୍ଵାରା ସର୍ବାଧୁନିକ ଜ୍ଞାନ କୌଶଳ ର ପ୍ରୟୋଗ ଏବଂ ଏହାର ଆଧୁନିକ ବିଶୋଧନାଗାର ରେ ସର୍ବୋତ୍ତମ ନିରାପତ୍ତା ବ୍ୟବସ୍ଥା ର ଉତ୍ତମ ପରିଚାଳନା ପାଇଁ ପାରାଦୀପ ରିଫାଇନରୀ କୁ…

ନବକୃଷ୍ଣ ଚୈାଧୁରୀ ଲାଗୁ କରିଥିବା ଭାଷା ଆଇନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରାଇବାରେ ବିଫଳ 

  ଭାଷା ସୁରକ୍ଷା ସମ୍ମିଳନୀ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ  ବାରିପଦା/ଦିଲ୍ଲୀପ  ମହାନ୍ତି : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନବକୃଷ୍ଣ ଚୈାଧୁରୀଙ୍କ ଜନ୍ମଜୟନ୍ତୀକୁ…

ସରକାରଙ୍କ ବରିଷ୍ଠ  ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ମୟୂରଭଞ୍ଜରୁ ୧୨୪ ସାମିଲ

ବାରିପଦାରୁ ଦିଲ୍ଲୀପ ମହାନ୍ତି - ଓଡ଼ିଶା ସରକାରଙ୍କ ବରିଷ୍ଠ  ତୀର୍ଥ ଯାତ୍ରା ଯୋଜନାରେ ମୟୂରଭଞ୍ଜ ବରିଷ୍ଠ ତୀର୍ଥ ଯାତ୍ରୀ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦମକଳ କେନ୍ଦ୍ର ନିକଟରେ ଥିବା ଆଶ୍ରୟସ୍ଥଳୀ ପରିସରରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଜିଲାପାଳ ସୁରେନ୍ଦ୍ର କୁମାର…

ନାବାଳିକା ଗଣଦୁଷ୍କର୍ମ ମାମଲା,  ଅଭିଯୁକ୍ତ ୨ ଯୁବକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

  ବାରିପଦା/ଦିଲ୍ଲୀପ ମହାନ୍ତି - ସନ୍ଧ୍ୟା ସମୟରେ ନଦୀପଠା ବୁଦା ମୂଳକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ୧୬ ବର୍ଷୀୟା ନାବାଳିକାକୁ ଘଞ୍ଚ ବୁଦାମୂଳକୁ ଟେକି ନେଇ ହାତ ବାନ୍ଧି ବାରମ୍ବାର ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍ ଅଜିତ କୁମାର ସିଂହ ଅଭିଯୁକ୍ତ…

ଜିଲା ପାଇଁ ଗୌରବ ଆଣିଦେଲେ ରଶ୍ମୀରଂଜନ

  ରାଜ୍ୟସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ହାସଲ କଲେ  ପିସିଏମ ଉଚ୍ଚ ବିଦ୍ୟାଳୟର ଛାତ୍ର ରଶ୍ମୀରଞ୍ଜନ  ବାରିପଦା/Dillip Mohanty- ଓଡ଼ିଶା ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ  ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଭୂବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର…

 ବହୁ ଚର୍ଚ୍ଚିତ ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟାକାଣ୍ଡ ମାମଲା,ସିବିଆଇ ତଦନ୍ତ ଦାବି  ଜୋର ଧରିଲା

  ଧାରଣାରେ ବସିଲା  ମୟୂରଭଞ୍ଜ ମିଳିତ ମଞ୍ଚ ମଞ୍ଚର ଦାବିକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହେଲେ ଜିଲ୍ଲା  ଯୁବ କଂଗ୍ରେସ ବାରିପଦା/Dillip Mohanty - ବାରିପଦା ଯମୁନାଦେଇପୁର ଅଞ୍ଚଳରେ ବସବାସ କରୁଥିବା ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟାକାଣ୍ଡ ଘଟଣାରେ ପ୍ରକୃତ ସତ୍ୟାସତ୍ୟ…