“ସୁବର୍ଣ୍ଣରୈଖିକ ଭାଷା, ଓଡ଼ିଆର ଅନ୍ୟତମ ସମୃଦ୍ଧ ଉପଭାଷା”
ମୟୂରଭଞ୍ଜ ସାହିତ୍ୟ ପରିଷଦର ମାସିକ ଆଲୋଚନା ଚକ୍ର
ବାରିପଦା(Dillip Mohanty )- ବାରିପଦାସ୍ଥିତ ମୟୂରଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ‘ସୁବର୍ଣ୍ଣରୈଖିକ ଭାଷା, ଓଡ଼ିଆର ଅନ୍ୟତମ ସମୃଦ୍ଧ ଉପଭାଷା’ ବିଷୟ ବସ୍ତୁ ଉପରେ ଆଧାରିତ ଏକ ଆଲୋଚନା ଚକ୍ର ସଂସଦର ସଭାପତି ପଦ୍ମନାଭ ସାହୁଙ୍କ…