ଖୁବ ଶୀଘ୍ର ୧୯୫୦ ଜଣ ସହକାରୀ ସର୍ଜନ ପଦବୀରେ ନିଯୁକ୍ତି
ନାମ ସୁପାରିଶ କରିବାକୁ ଓଡିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର(ଶାସକ ପ୍ରଶାସକ)
ରାଜ୍ୟରେ ଖାଲିଥିବା ଗୃପ୍-ଏ (ଜୁନିୟର ବ୍ରାଂଚ)ର ୧୯୫୦ ଜଣ ମେଡିକାଲ ଅଫିସର ( ସହକାରୀ ସର୍ଜନ ) ନିଯୁକ୍ତି ପାଇଁ ନାମ ସୁପାରିଶ କରିବାକୁ ଓଡିଶା ଲୋକସେବା ଆୟୋଗକଙ୍କୁ…