ଟାର୍ଗେଟ ଟିଟୋ ଗ୍ୟାଙ୍ଗ : ଜେଲ ନହେଲେ ଗୁଳି !!!!
ନୟାଗଡ଼:ଏବେ ପୋଲିସ ଟାର୍ଗେଟରେ କୁଖ୍ୟାତ ଡନ ଟିଟୋ ଆଣ୍ଡ କୋ | କିଛିଦିନ ତଳେ ପୋଲିସ ଖାପଚକୁ ଟିଟୋ ଆସିବା ପରେ ଏବେ ତାହାର ସହଯୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ଆରମ୍ଭ କରିଛି ପୋଲିସ | ଶୁକ୍ରବାର ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନ୍କାଉଣ୍ଟର କରିଛି ନୟାଗଡ ପୋଲିସ । ପୋଲିସ ଗୁଳିରେ…