ବିଜେଡି କରିବ ଆଦିବାସୀ ମହାମେଳଣ 

  ୯ ଟି ଜିଲ୍ଲାରୁ ରାଜଧାନୀରେ ସମବେତ ହେବେ ହଜାର ହଜାର ଆଦିବାସୀ ଭୁବନେଶ୍ୱର: ବିଜୁ ଜନତା ଦଳ  କରିବ ଆଦିବାସୀ ମହାମେଳଣ | ଆଉ ସେ ମେଳଣ ହେବ ରାଜଧାନୀରେ | ଆଦିବାସୀ ବହୁଳ  ୯ ଟି ଜିଲ୍ଲାରୁ ଆସି ରାଜଧାନୀରେ ସମବେତ ହେବେ ହଜାର ହଜାର ଆଦିବାସୀ | ଆପାତତଃ ଅଗଷ୍ଟ ୯ ‘ବିଶ୍ୱ ଆଦିବାସୀ…

 କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର ଓ ପୁନର୍ନିମାଣ କରାଯିବ, ମନ୍ତ୍ରୀସ୍ତରୀୟ କମିଟିର ଷ୍ଟୁଡ଼ିଓ ପରିଦର୍ଶନ

ଭୁବନେଶ୍ୱର(ଶାପ୍ରବ୍ୟୁ) : ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ବିକାଶ ସହ ଏହା ଅଧୀନରେ ଥିବା  କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର କରାଯାଇ ଏହାକୁ ଅଧିକ  ଆକର୍ଷଣୀୟ କରାଯିବା ଏଥି ନିମନ୍ତେ ଯଥାଶୀଘ୍ର ନୀତି ନିର୍ଦ୍ଧାରଣ କରାଯାଇ ଏହାର ସମୟଭିତ୍ତିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର :୧୪୨ ଗୋଟି ଅଭିଯୋଗର ସମାଧାନ

ଯାଜପୁରରୋଡ୍/ଜୟଶଙ୍କର ଦାଶ : ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ  ହୋଇଥିଲା । ଏଥିରେ ଯାଜପୁର  ଜିଲ୍ଲାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା…

କର୍କଟ  ଆତଙ୍କରେ ବରଗଡ ଜିଲ୍ଲାବାସୀ !!!!

ବରଗଡ଼(ଗୌରାଙ୍ଗ ଦାସ)- ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାକୁ ଗ୍ରାସୁଛି କର୍କଟ । ଚାଷରେ ଅତ୍ୟଧିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଯୋଗୁଁ ଉତ୍ପାଦିତ ଶସ୍ୟ ଓ ପନିପରିବା ଖାଇବା ଦ୍ବାରା ବରଗଡ଼ରେ ବଢିଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା । ଏହି ଜିଲ୍ଲାରେ ଓଡ଼ିଶାର ସର୍ବାଧିକ…

 ଡଭା ଗ୍ରାମରେ ଝୁଲଣ ଯାତ୍ରା ଅନୁଷ୍ଠିତ ।

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ,ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗ୍ରାମରେ ରବିବାର ଦିନ ୨ ଦୀବସିୟ ଝୁଲଣ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମହାପ୍ରଭୁ ଙ୍କୁ ଅନ୍ୟଗ୍ରାମରୁ ଆଣି ସମସ୍ତ ଗ୍ରାମବାସୀ ବୃନ୍ଦ ଏକ ପାରମ୍ପରିକ ଓ ସାଂସ୍କୃତିକ ଚିରବିନୋଦ ପାଇଁ ପ୍ରତିବର୍ଷ ଏହି…

ଗୋପାଳକୃଷ୍ଣ ସ୍ମତି ଚାରଣ ଉପଲକ୍ଷେ କଣ୍ଠ ସଙ୍ଗୀତ ପ୍ରତିଯୋଗିତା

Paralakhemundi/Balakrishna Panigrahi ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ସ୍ଥନୀୟ ଭକ୍ତି ସଙ୍ଗୀତ ସଂସଦର ମିଳିତ ଆନୁକୁଲ୍ୟେ ଆସନ୍ତା ୧୧.୦୮.୨୦୧୮ରେ ଗୋପାଳକୃଷ୍ଣ ସ୍ମୃତି ଚାରଣ ଉପଲକ୍ଷେ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଗୋପାଳକୃଷ୍ଣ ରଚିତ ସଙ୍ଗୀତ କନିଷ୍ଠ, ବରିଷ୍ଠ  ଦୁଇବର୍ଗର…

ଶ୍ମଶାନ ଘାଟ ଠାରେ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷରୋପଣ 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ପାରଳାଖେମୁଣ୍ଡି ଗାୟତ୍ରୀ ପରିବାର ପକ୍ଷରୁ ମହେନ୍ଦ୍ରତନୟା ନିକଟରେ ଥିବା ଶ୍ମଶାନଘାଟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ସାଉଥକୋର ଅଭିଷେକ ରଥ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦ୍‍ଘାଟନ…

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଉପରେ ବିରାଟ ସଚେତନତା କାର୍ଯ୍ୟକ୍ରମ

  ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ନିରାକରଣ ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ଗ୍ରାମାଞ୍ଚଳ ବାସୀଙ୍କୁ ସଚେତନ କରାଇବା ନେଇ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଶିକ୍ଷକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଅନଲାଇନ ପ୍ରବେଶିକା ପରୀକ୍ଷା ଘୁଂଚିଲା 

  ଅଗଷ୍ଟ ୭ରେ ହେବାକୁ ଥିବା  ପରୀକ୍ଷା ୧୬ ତାରିଖରେ ହେବ ଭୁବନେଶ୍ୱର( ଶାପ୍ରବ୍ୟୁ)  :     ଅଗଷ୍ଟ ୭ ତାରିଖ ଦିନ ପ୍ରସ୍ତାବିତ ରାଜ୍ୟବ୍ୟାପି ୨୪ ଘଣ୍ଟିଆ ପରିବହନ ଧର୍ମଘଟ ଯୋଗୁଁ ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା, ଭୁବନେଶ୍ୱର…