ପାରାଦୀପ ରୋଟାରୀ କ୍ଲବର ୧୮ତମ ପ୍ରତିଷ୍ଠା ଦିବସ : ଆଶୁତୋଷ ହେଲେ ନୂତନ ସଭାପତି, ଦିପକ ସେକ୍ରେଟାରୀ
ପାରାଦୀପରୁ ଉପେନ୍ଦ୍ର ଗୁରୁ : ପାରାଦୀପ ରୋଟାରୀ କ୍ଲବର ୧୮ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଗତ ବୁଧବାର ସଂନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରୋଟାରୀ କ୍ଲବର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ମୂଖ୍ୟଅତିଥି ରୂପେ ଯୋଗ ଦେଇ ପାରାଦୀପରେ ରୋଟାରୀ…