ଗାଈ,ଛେଳି ଗୁହାଳରେ ଜୀବନ କାଟୁଛନ୍ତି ୩୦ପରିବାର :ଲଗାଣ ବର୍ଷାପବନରେ ଉଜୁଡିଯାଇଥିଲା ଘରର ଛପର

ପ୍ରଶାସନର ଉଦାସୀନତାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ରାୟଗଡ(ସରୋଜ କୁମାର ସାହୁ) : ଜିଲ୍ଳା ପ୍ରଶାସନ ହେଉ ବା ବ୍ଳକ ପ୍ରଶାସନ ପାଖରେ ଅଭିଯୋଗ ଦେଇ ସହାୟତାର ଅପେକ୍ଷା କଲେ ଆମକୁ କିଛି ହେଲେ ସାହାର୍ଯ୍ୟ ମିଳୁନାହିଁ । ନିଜ କ୍ଷମତାରେ ଯାହାକିଛି ସମ୍ଭବ ତାହା ନେଇ ଜୀବନ କାଟୁଛୁ । ଆଜକୁ ଏକ…

ଜେକେ କାଗଜ କଳରେ  ଠିକା ଶ୍ରମିକ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧର୍ମଘଟ

ପ୍ରଶାସନର ନିଷ୍ପତିକୁ ଅପେକ୍ଷା : କମ୍ପାନୀ କର୍ତୁପକ୍ଷ ରାୟଗଡା(ସରୋଜ ସାହୁ) : ରାୟଗଡା ଜିଲ୍ଳା ଜେକେପୁର ସ୍ଥିତ ଜେକେ କାଗଜ କଳରେ ଲାଗି ରହିଥିବା ଶ୍ରମିକ ଅଶାନ୍ତିକୁ ସମାଧାନ ଦିଗରେ ତ୍ରିପାକ୍ଷିକ ଆଲୋଚନା ବିଫଳ ହେବା ପରେ ଶୁକ୍ରବାର ଦିନ ଠାରୁ ଠିକା ଶ୍ରମିକମାନେ ଗେଟ୍ ସମ୍ମୁଖରେ…

ଆରଏସପି ଦ୍ଵାରା ୮୫ ଜଣ କର୍ମଚାରୀଙ୍କୁ ସମ୍ମାନଜନକ ନେହେରୁ ବିଶିଷ୍ଟ କର୍ମଚାରୀ ପୁରସ୍କାର ପ୍ରଦାନ 

ରାଉରକେଲା/ ସୁଶାନ୍ତ ବେହେରା : ଦେଶର ୭୨ ତମ ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ସିଭିକ ସେଣ୍ଟରଠାରେ ଅଗଷ୍ଟ ୧୬ ତାରିଖରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ସେଲ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଅଶ୍ଵିନୀ କୁମାର ଇସ୍ପାତ କାରଖାନାର…

ନବୀନ ନିବାସରେ ଶତାଧିକ ଆଇଏନ୍‍ଟିୟୁସିର କର୍ମକର୍ତ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ

ଭୁବନେଶ୍ୱର: ନବୀନ ନିବାସରେ ଶତାଧିକ ଆଇଏନ୍‍ଟିୟୁସିର କର୍ମକର୍ତ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି |  ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନବଗଠିତ ଓଡ଼ିଶା ବିଦ୍ୟୁତ  କର୍ମଚାରୀ ମହାସଂଘର ଏକ ଶୋଭାଯାତ୍ରା କ୍ୟାପିଟାଲ୍‍ ହସ୍ପିଟାଲ ଛକରୁ ବାହାରି ନବୀନ ନିବାସରେ ପହଞ୍ଚିଥିଲା …

ରାଫେଲ : ଅମ୍ବାନୀଙ୍କୁ ଅନୁକମ୍ପା – ସରକାରଙ୍କ ସ୍ୱଚ୍ଛତା ଓ ସାଧୁତା !

||ବିଭୂତି ପତି||    ମୂଲ୍ୟ, ଅମ୍ବାନୀଙ୍କୁ ଅହେତୁକ ଅନୁକମ୍ପା ଏବଂ ପ୍ରିୟାପ୍ରିତି ତୋଷଣ - ଏହି ତିନୋଟି କଥା ରାଫେଲ ଯୁଦ୍ଧବିମାନ ଚୁକ୍ତିକୁ ବିବାଦ ଘେରକୁ ଟାଣିନେଇଛି ଏବଂ ବହୁ ସନ୍ଦେହର ଭାନୁମତି ପେଡ଼ି ଖୋଲି ଦେଇଛି । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକୁ ହାତେଇବା ତଥା ମୋଦୀଙ୍କ ବହୁ…

 ପୌର ନିର୍ବାଚନ ନେଇ ସଜବାଜ, ରାଜ୍ୟ ନିର୍ବାଚନ କମିଶନ ନେଲେ ବୈଠକ 

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ବୈଠକରେ ଗୁରୁତ୍ୱ ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା ସାଧାରଣ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟ ନିର୍ବାଚନ କମିଶନର  ନବକୁମାର ନାୟକଙ୍କ ଅଧ୍ୟକ୍ଷତାରେ ତିନୋଟି ପର୍ଯ୍ୟାୟରେ…

ଫେକର କମ୍ପାନୀର ଶ୍ରମିକ ମାରଣ ନୀତି, ମରିବା ପର୍ଯ୍ୟନ୍ତ ଅନଶନରେ ବସିବେ ଦମ୍ପତି 

ମଜଦୁର ସଙ୍ଘ କାହା ହିତରେ :  ଖଣି ମାଲିକ  ନା ଖଟିଖିଆ ମଜଦୁରମାନଙ୍କ ହିତରେ  ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ (ଶାସକ ପ୍ରଶାସକ) : କାଳିଆ ପାଣି ଖଣି ଅଂଚଳରେ ଥିବା ଫେକର କମ୍ପାନୀରେ ଚାଲିଛି ଶ୍ରମିକ ମାରଣ ନୀତି  | ଦୀପକ କୁମାର ଦାସ ଘର କୁଳିପଶି|  ସେ ଆଜକୁ ୧୪ ବର୍ଷ ହେଲା ଓସ୍ତପାଳ…

୫-ଏ ସାଇଡ୍ ହକି, ଭାରତୀୟ ଦଳରେ ଓଡିଶାରୁ ଏକମାତ୍ର  ସୁଦୀପ

ରାଉରକେଲା: ଆସନ୍ତା  ଅକ୍ଟୋବର ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ବୁଏନେସ ଆଏରିସ ଠାରେ  ୨୦୧୮ ୟୁଥ୍ ଅଲିମ୍ପିକରେ  ଅନୁଷ୍ଠିତ ହେବାକୁ ଥିବା ୫-ଏ ସାଇଡ୍ ହକି ପ୍ରତିଯୋଗିତା ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ସୁଦୀପ ଚିର୍ମାକୁ ସ୍ଥାନ ପାଇଛନ୍ତି…

ପ୍ଲାଷ୍ଟିକ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ

ପାରାଦୀପ :  ପାରାଦୀପଠାରେ ନୂତନ ଭାବେ ନିର୍ମିତ ହେବାକୁ ଯାଉଥିବା ପ୍ଲାଷ୍ଟିକ ପାର୍କରେ ଗୁରୁବାର ଟାଇଡ଼ାଲ୍ ଟ୍ରେଡ଼ିଂ ପ୍ରା.ଲି. ପକ୍ଷରୁ ଏକ ପ୍ଲାଷ୍ଟିକ କାରଖାନା ଏବଂ ଆରାଧନା ପ୍ଲାଷ୍ଟିକ ଇଣ୍ଡିଆର ଭିତ୍ତପ୍ରସ୍ତର ସ୍ଥାପନ ହୋଇଯାଇଛି । ପାରାଦୀପ ପେଟ୍ରୋକେମିକାଲର ଇଡ଼ି ଅବିନାଶ କୁମାର…

ପାରାଦୀପ ଇଫକୋ ରେଳବାଇ   ସାଇଡ଼ିଂ ପ୍ରକଳ୍ପ ଉଦଘାଟିତ

ପାରାଦୀପ, ୨୩ା୮  ଆଜି ପୂର୍ବାହ୍ନରେ  ଭିଡ଼ିଓ କନଫରେନ୍ସିଂ ଜରୀଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇଫକୋ ରେଳବାଇ  ସାଇଡ଼ିଂ ପ୍ରକଳ୍ପୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଜଗତସିଂହପୁର ଜିଲାପାଳ ଜାମୀନି ଷଡ଼ଙ୍ଗୀ, ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର.ଙ୍କ ସମେତ ରାଜ୍ୟ ସରକାରଙ୍କ…