କଣ୍ଟ୍ରୋଲ ସାମଗ୍ରୀ ଚୋରା କାରବାର ବୃଦ୍ଧି, ଯୋଗାଣ ବିଭାଗର ନୀରବତା ସନ୍ଦେହରେ
ଯୋଡା/Samir Kumar : ଯୋଡା ସହରରେ କଣ୍ଟ୍ରୋଲ ସାମଗ୍ରୀ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଯୋଗାଣ ବିଭାଗ ଜାଣି ଶୁଣି ନୀରବ ରହିଥିବା ସାଧାରଣରେ ଅଭିଯୋଗ ହେଉଛି । ସରକାର ଗରିବ ଲୋକ ମାନଙ୍କ ପାଇଁ ଚାଉଳ, ଗହମ ଓ କିରୋସିନ କଣ୍ଟ୍ରୋଲ ଡିଲରଙ୍କ ମାଧ୍ୟମରେ ଯୋଗାଇ ଦେବାର ବ୍ୟବସ୍ଥା…