258 ଜଣ ଛାତ୍ରଛାତ୍ରୀଙ୍କୁ ବିତରଣ କରାଗଲା ପୋଷାକ ଓ ଜୋତା
ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ସିହା ପଞ୍ଚାୟତ ଅର୍ନ୍ତଗତ କୋଲାସିଂହ ଖରମଙ୍ଗି ଗ୍ରାମର ଶ୍ରୀମାଶ୍ରୀ ଅରବିନ୍ଦ ନୋଡାଲ ଉ ପ୍ରା ଵିଦ୍ୟାଳୟରେ ପୋଷାକ ଵିତରଣ ସଭା ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାରେ ସିହା ଗ୍ରାମ ପଞ୍ଚାୟତର ସରପଞ୍ଚ ଖଗେଶ୍ୱର ସେଠି ମୁଖ୍ୟ ଅତିଥି ରୂପେ ଯୋଗଦେଇ …