ସପ୍ତମ ଓଡଗାଁ ମହୋତ୍ସବର ତୃତୀୟ ସନ୍ଧ୍ୟା : ଚିତାକର୍ଷକ ଦଳଗତ ନୃତ୍ୟାଭିନୟରେ ଦର୍ଶକ ବିଭୋର

ଓଡ଼ଗାଁ  : ଓଡଗାଁ ମହୋତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା । ସ୍ଥାନୀୟ ଅଂଚଳର ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନରୁ ଆସିଥିବା୧୨ଟି ଦଳର କଳାକାରମାନଙ୍କର କଳାଅଭିନୟରେ ଦର୍ଶକ ହୋଇଥିଲେ ମନ୍ତ୍ରମୁଗ୍ଧ । ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ  ସମସ୍ତ ଦଳଗତ ନୃତ୍ୟାଭିନୟ ଚିତାକର୍ଷକ ହୋଇଥିବା ବେଳେ…

ବାହାଡାଝୋଲା ହାଇସ୍କୁଲର୧୯୯୭ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଓଡ଼ଗାଁ(SHREEKANTA MISHRA) : ଓଡଗାଁ ଥାନା ନୁଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡାଝୋଲା ହାଇସ୍କୁଲର୧୯୯୭ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ  ହୋଇଯାଇଛି ।  ସ୍ଥାନୀୟ ପଣଷଖାଲ ଡ୍ୟାମ ଠାରେ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର…

    ୧୯ତମ କାରଗିଲ ସହିଦ କ୍ରିକେଟ ଟୁର୍ଣ୍ଣାମେଂଟ ଶୁଭ ଉଦଘାଟିତ ।

ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ- ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମପଞ୍ଚାୟତ ବଡ଼କୁଞ୍ଜାରୀ ଗ୍ରାମ ଆନୁକୂଲ୍ୟରେ ୧୯ତମ କାରଗିଲ ସହିଦ କ୍ରିକେଟ ଟୁର୍ଣ୍ଣାମେଂଟ ଶୁଭ ଉଦଘାଟିତ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟରେ ଚନ୍ଦ୍ରଶେଖେର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ…

ଉଇନ୍ର ବ୍ରାଇଟ ଫ୍ୟୁଚର ସ୍କୁଲର ବାର୍ଷିକ ଉତ୍ସବ

ପଦ୍ମପୁର/ନିଳ ଦୀପ-ପଦ୍ମପୁର ସହରର ଏକ ଜଣାସୁଣା ସ୍କୁଲ ଉଇନ୍ର ବ୍ରାଇଟ ଫ୍ୟୁଚର ତୃତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଂଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଲିନ୍ଦୁ ନାଏକ ଓ ପୂର୍ବତନ ଅଧ୍ୟାପକ ମାନଭଂଜନ ପ୍ରଧାନ ଅତିଥି ଭାବରେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ଉପରେ ନିଜର ମୂଲ୍ୟବାନ…

ଜଗନ୍ନାଥ ଫୁଟ୍ବଲ କ୍ଲବ ପକ୍ଷରୁ ଆୟୋଜିତ ଫୁଟ୍ବଲ ପ୍ରତିଯୋଗିତା ଉଦଘାଟିତ  ।

 ପଦ୍ମପୁର/ନିଳ ଦୀପ- ପଦ୍ମପୁର ଉପଖଣ୍ଡସ୍ଥ ପଲସାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଘନାମାଳ ଗ୍ରାମରେ ଜଗନ୍ନାଥ ଫୁଟ୍ବଲ  କ୍ଲବ ପକ୍ଷରୁ ଆୟୋଜିତ ଫୁଟ୍ବଲ  ପ୍ରତିଯୋଗିତା ଶୁଭ ଉଦଘାଟିତ ହୋଇଯାଇଛି  ।ଉଦଘାଟନୀ ଉତ୍ସବରେ ଯୁବନେତା ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଲି ମାନଙ୍କୁ…

୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଚତୁର୍ଥ ଦିନର ଖେଳରେ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ବିଜୟୀ 

ରବିବାର ଦିନ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ  ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ତୃତୀୟ ଦିବସରେ ପ୍ରଥମ…

୬୬ତମ ରାଜ୍ୟ ସ୍ତରୀୟ ମହିଳା- ପୁରୁଷ କବାଡି ଚମ୍ପିଆାନସିପ୍‍:ତିନିଦିନିଆ ପ୍ରତିଯୋଗିତା ଉଦ୍‍ଘାଟିତ

  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାମନଗର ସ୍ଥିତ ହାଇଟେକ ପ୍ଲାଜା ପଡିଆ ଠାରେ ପାରଳା ସ୍ୱାଭିମାନ ଫାଉଣ୍ଡେସନ ଆନୁକୁଲ୍ୟରେ ଏବଂ ଓଡିଶା କବାଡି ଏସୋସିଏସନ ସହଯୋଗିତାରେ ୬୬ତମ ରାଜ୍ୟ ସ୍ତରୀୟ ମହିଳା ଓ ପୁରୁଷ କବାଡି ଚମ୍ପିଆନସିପ୍‍ ତିନିଦିନିଆ ପ୍ରତିଯୋଗିତା କାର୍ଯ୍ୟକ୍ରମ…

ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ : ଲିନୁ ସୁବଦ୍ଧି ଚମ୍ପିଆନ

Paralakhemundi/ Balakrisna Panigrahi : ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ଯୁକ୍ତ୩ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡା ଉତ୍ସବକୁ ଉଦ୍‍ଘାଟନ କରି ଜୀବନରେ…

ଶୁଣ୍ଢି ସମାଜର ଜିଲ୍ଲାସ୍ତରୀୟ  ସମାବେଶ

ଝାରବନ୍ଧରୁ ସଦାନନ୍ଦ ବେହେରା:- ବରଗଡ଼ ଜିଲ୍ଲା ଠାରେ ଶୁଣ୍ଢି ସମାଜ ର ଏକ ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଧବ ବେହେରାଙ୍କ ସଭାପତିତ୍ୱ ରେ ବରଗଡ଼ ଜିଲ୍ଲାର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। 12 ଟି ବ୍ଲକ ର  600 ରୁ ଅଧିକ ସଭ୍ୟ ଯୋଗଦାନ…