ନାଉଗାଁ ବ୍ଲକରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରଣୀ ବୈଠକ
ଜଗତସିଂହପୁର:(ରମେଶ ମହାନ୍ତି):-ନାଉଗାଁ ବଜାର ସ୍ଥିତ ସୂର୍ଯ୍ୟମଣ୍ଡପ ପରିସରରେ ନାଉଗାଁ ବ୍ଲକ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି…