ଦିବ୍ୟାଙ୍ଗ  ହସିଲେ ଦୁନିଆ ହସିବ

ବାରିପଦା/ଦିଲ୍ଲୀପ ମହାନ୍ତି -ଡିସେମ୍ବର ୩ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ପରିସରରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ସମସ୍ତେ ଚିନ୍ତା…

ଡିସେମ୍ବର ପ୍ରଥମ ଦିନକୁ ଉଲ୍ଲାସରେ ପାଳିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ 

ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଖ୍ରୀଷ୍ଟ ଧର୍ମାବଲମ୍ବୀ ଡ଼ିସେମ୍ବର 1 ତାରିଖରେ ବହୁ ଆଡମ୍ବରରେ ବଡ଼ଦିନ (ଯୀଶୁଙ୍କ ଜନ୍ମ ଦିନ)କୁ ସ୍ୱାଗତ କରିଛନ୍ତି I ବଡ଼ଦିନ ସ୍ୱାଗତ ଉତ୍ସବ ଅବସରରେ ଘୁ. ଉଦୟଗିରି ସ୍ଥିତ କନାବାଗେରି ଉତ୍ତର ଭାରତ ମଣ୍ଡଳୀରେ ସନ୍ଧ୍ୟା ଉପାସନା…

ନିୟତୀ” ମାନସିକ ଅନଗ୍ରସର  ଅନୁଷ୍ଠାନରେ  ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଣୀପେଣ୍ଠ ସ୍ଥିତ "ନିୟତୀ" ମାନସିକ ଅନଗ୍ରସର   ଅନୁଷ୍ଠାନ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ନିୟତୀର ପ୍ରତିଷ୍ଠାତା ,ସମ୍ପାଦକ  ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ…

ବୁଲବୁଲ ପାଇଁ ୫୫୨ କୋଟି କେନ୍ଦ୍ରୀୟ ସହାୟତା :  ମୋଦି-ଶାହାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର 

ଭୁବନେଶ୍ୱର,(ଶାସକ ପ୍ରଶାସକ)  – ସାମୁଦ୍ରିକ ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଓଡିଶା ରାଜ୍ୟକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି…

ଭିନ୍ନକ୍ଷମଙ୍କୁ ସମ୍ମାନ ଓ ସମର୍ଥନ ଦେବା ସହ ସେମାନଙ୍କ ସମସ୍ୟା ଦୂର କରିବା ଆମ କର୍ତ୍ତବ୍ୟ : ଜିଲ୍ଲାପାଳ 

"ସମର୍ଥ" ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ" ପକ୍ଷରୁ  ସାମୁଦାୟିକ ବିକାଶ କେନ୍ଦ୍ର (ସିସିଡି) ସହଯୋଗରେ "ବିଶ୍ବ ଭିନ୍ନକ୍ଷମ ଦିବସ" ପାଳିତ ହୋଇଯାଇଛି…

“କାହାର ଦୟାର ପାତ୍ର ନ ହୋଇ ନିଜ ସୁରକ୍ଷା ନିଜେ କରିବା ପାଇଁ ଚେଷ୍ଟା କରିବା ଉଚିତ”

ଛାତ୍ରୀଙ୍କୁ ଆତ୍ମ-ସୁରକ୍ଷା କୌଶଳର ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ +୩ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ନିମନ୍ତେ ଏକ ମାସ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଆତ୍ମ-ସୁରକ୍ଷା କୌଶଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

କି ଉଦ୍ଘାଟନ ଯାତରା : ୧୦ଟାରେ ସରପଂଚ, ୧୧ଟାରେ ବିଧାୟକ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ଫଳକ ମାରିବା ବା ଉଦ୍ଘାଟନ କରିବା ନିଶା ନେତାଙ୍କ ଏମିତି ବା ନା ନେବା ନିଶା ଏମିତି ଯେ ଗୋଟିଏ କାମକୁ ଏକ ଦିନରେ ଗୋଟିଏ ଘଣ୍ଟା ବ୍ୟବଧାନରେ ଉଦଘାଟନ କରିଛନ୍ତି ବିଧାୟକ ଓ ସରପଂଚ | ଏହାକୁ ନେଇ ଲୋକ ଯେତିକି ଖୁସି ନୁହନ୍ତି, ତାଠାରୁ ଏବେ ଅଧିକ ଚର୍ଚା ଚାଲିଛି…

ସ୍ୱର୍ଗରୁ ଆସି ବାର୍ଦ୍ଧକ୍ୟ ଭତା ଗ୍ରହଣ କରିଛନ୍ତି ସ୍ୱର୍ଗତା ମହିଳା…

ମେଲଛାମୁଣ୍ଡା(ମନୋଜ ଭୋଇ)- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନା ଛୁଆ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ମମତାଠୁ ହରିଶ୍ଚନ୍ଦ୍ର ଯାଏଁ, ହେଲେ ତାଙ୍କ କର୍ମଚାରୀ ଓ ଅଧିକାରୀ ମାନେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଚାରିପାଦ ଆଗରେ | ସେମାନେ ସ୍ୱର୍ଗକୁ ଯାଇ…

ଜୁନାଗଡ ଠାରେ 132 କେଭି ନୂତନ ବିଦ୍ୟୁତ୍ ପ୍ରକଳ୍ପ ଲୋକାର୍ପିତ

ଜୁନାଗଡ/ଆଦିତ୍ୟ ମହାନ୍ତି :କଳାହାଣ୍ଡି  ଜିଲ୍ଲା ଜୁନାଗଡ ଠାରେ ଦ୍ଵିତୀୟ 132/33 କେଭି ଗ୍ରୀଡ ସବ ଷ୍ଟେସନ୍ ଶକ୍ତି, ଶିଳ୍ପ, ତଥା ସ୍ଵରାଷ୍ଟ୍ରମନ୍ତ୍ରୀ  କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି | ଏହି ନୂତନ ଗ୍ରୀଡ ଉଦଘାଟନ ହେବl ଦ୍ଵାରା କଳାହାଣ୍ଡି ଜିଲ୍ଲାର…

କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା/Third Day in Konark Festival

 ଓଡିଶୀରେ ତ୍ରିବେଣୀ ଓ ମୋହିନୀ ଆଟ୍ଟମରେ ଜୀବନଉଛ୍ୱାସ ମନ ମୋହିଲା କୋଣାର୍କ (ଶାସକ ପ୍ରଶାସକ)  ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ…