ଅନ୍ଧବିଶ୍ବାସ ଦୁରୀକରଣ ପାଇଁ ସଚେତନତା ରାଲି କଲା ତିରିଂ ପୋଲିସ

ବାରିପଦା-(ଦିଲ୍ଲୀପ ମହାନ୍ତି)ମୟୁରଭଞ୍ଜ ଜିଲ୍ଲା ତିରିଂ' ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାୟତ କୁଲୁଘୁଟୁ ଗ୍ରାମରେ ତିରିଂ'ଥାନା ପୋଲିସ ପକ୍ଷରୁ "ଡାହାଣୀ ଓ ଗୁଣିଗାରେଡି  ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ନେଇ ଏକ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଆଧୁନିକ ଯୁଗରେ…

ଚେକ ବୁକ ଇସ୍ୟୁ ହୋଇନି, ହେଲେ ଚେକରେ ଗାଏବ 10 ଲକ୍ଷ : ସନ୍ଦେହରେ ଷ୍ଟେଟବ୍ୟାଙ୍କର ଭୂମିକା

-ଅବସରପ୍ରାପ୍ତ ସରକାରୀ ର୍କମଚାରୀଙ୍କ ଷ୍ଟେଟ ବ୍ୟାଙ୍କ୍‌ ଖାତାରୁ ୧୦ ଲକ୍ଷ ଟଙ୍କା ଗାଏବ -ବିନା ଇନକ୍ବାରିରେ କେମିତି ବ୍ୟାଙ୍କ ଦେଇଦେଲା ଏତେ ଟଙ୍କା -ଚେକ ବୁକ ବ୍ୟାଙ୍କ ଇସ୍ୟୁ କରିନଥିବା ବେଳେ କେମିତି ଚେକରେ ଉଠିଲା   ପୋଲିସର ଦ୍ବରସ୍ଥ ହେଲେ ଅବସରପ୍ରାପ୍ତ ମହିଳା କର୍ମଚାରୀ…

ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଖରିଫ-୨୦୧୯-୨୦ ଉଦ୍ଘାଟିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଖରିଫ-୨୦୧୯-୨୦ ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣ ଠାରେ ନିଯନ୍ତ୍ରିତ ବଜାର କମିଟି ପକ୍ଷରୁ ଉଦ୍ ଘାଟନ ହୋଇଯାଇଛି ।  ଏହି ଧାନ କ୍ରୟ ମଣ୍ଡିକୁ ଉପ-ଜିଲ୍ଲାପାଳ…

ବ୍ଲକ ପ୍ରଶାସନ କାଲା ନା କଣା : କାମ କଲେ ଗାଁ ଲୋକ, ମଜୁରୀ ଖାଇଲେ ଆଉ କିଏ 

ସିନାପାଲିରୁ ନିରାକାର ମେହେର-ସରକାର ଗରିବ ନିରୀହ ଲୋକଙ୍କ ପାଇଁ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଯୋଜନାରୁ ବାଦ ପଡିଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଶାଳେକେଲା ଗ୍ରାମବାସି | ଏହି ଗାଁ ରେ କିଛି ଲୋକ ଜମି ମରାମତି କରିଥିଲେ ହେଲେ 3ବର୍ଷ…

ପଦ୍ମପୁରରେ ଅବକାରୀ ଚଢ଼ାଉ: ଜଣେ ମହିଳା ସମେତ 4 ଗିରଫ

ବରଗଡ :- ବରଗଡ ଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ମକରଧଜ ବର୍ଗେ ଙ୍କର ପ୍ରାୟକ୍ଷ ତତ୍ୱବାଧାନରେ ଆଜି ଏକ ଅବକାରୀ ଟିମ ପଦ୍ମପୁର ରାଜପଡାର ଏକ ଘରେ ଚଢ଼ାଉ କରି 83 ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ଜଣେ ମହିଳା ସମେତ ରହଦେଵ କୁମ୍ଭାର , ଗୋବିନ୍ଦ ପୋଢ଼…

ଆସନ୍ତା ଡିସେମ୍ବର ୧୫ ତାରିଖରେ ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ୧୬୩ ବର୍ଷ ଅତିକ୍ରାନ୍ତ ହୋଇଥିବା  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁୁରାତନ ଛାତ୍ର ସଂସଦ ଆନୁକୂଲ୍ୟେ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ଗୁରୁ ସମ୍ବର୍ଦ୍ଧନା ଓ  ୪୦୦ ଜଣ ପୁରାତନ ଛାତ୍ର ଯେଉଁ…

ରାଜ୍ୟ ସରକାର ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ଜିତିଥିବା ଖବର ମିଛ : ଲେଖାଶ୍ରୀ 

 "ପ୍ରତାରିତ ନକରି ବସ୍ତି ବାସିନ୍ଦାଙ୍କୁ ଜାଗା ଦିଅନ୍ତୁ" ଭୂବନେଶ୍ୱର(ଶାସକ ପ୍ରଶାସକ): ଓଡିଶାର ସରକାରଙ୍କ ‘ଜାଗା ମିଶନ’କୁ ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ ମିଳିଥିବା ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱୟଂ ଏହି ସୁଚନାକୁ ସାମାଜିକ ଗଣମାଧ୍ୟମ ଟୁଇଟ ଜରିଆରେ କହିଥିବାବେଳେ ବିଭାଗୀୟ…

ରାଜ୍ୟରେ ଖୋଲିବ  ଆଉ ୪ଟି ଫାମିଲି କୋର୍ଟ : ପ୍ରତାପ 

ଭୁବନେଶ୍ୱର (ଶାସକ ପ୍ରଶାସକ)ରାଜ୍ୟରେ ଆଉ ଚାରୋଟି ଫାମିଲି  କୋର୍ଟ( ପରିବାର ଅଦାଲତ) ଖୋଲିବ | ଯେଉଁ ସ୍ଥାନରେ ସେହି ଫାମିଲି କୋର୍ଟ ଖୋଲିବ ସେଗୁଡିକ ହେଲା ଅନୁଗୋଳ, ରାୟଗଡା, ବୌଦ୍ଧ ଓ ଜଗତସିଂହପୁର | ଚଳିତ ଆର୍ଥିକ ବର୍ଷରେ ସେହି ଅଦାଲତ ଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଆଇନ ମନ୍ତ୍ରୀ…

 ପିଛା ଛାଡ଼ୁନି ଦୁଷ୍କର୍ମ କଳଙ୍କ : ଆଜି ବି ଦୁଇ ଅଭିଯୋଗ

ନାବାଳିକା ଅସଦାଚରଣ ମାମଲାରେ ପୋସ୍କୋ ଜାଲରେ ଛନ୍ଦି ହେଲା ସଂପର୍କିୟା ଭାଇ   ବାରିପଦା/ ଦିଲ୍ଲୀପ ମହାନ୍ତି-ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ସାନପାଖଣା ଗ୍ରାମର ଜନୈକ ନାବାଳିକାକୁ ମଙ୍ଗଳବାର ରାତିରେ ଅସଦାଚରଣ ମାମଲା ଅଭିଯୋଗରେ ସଂପର୍କୀୟ ଭାଇର ଅସଦାଚରଣ ଭଳି ଏକ ଅଭାବନୀୟ ଲଜ୍ଜାଜନକ…

ଧୀରେ ଧୀରେ ବଢ଼ୁଛି କଳେବର, ଚାଷୀର ବିଲ ପର୍ଯ୍ୟନ୍ତ ପଳାଇବେ “ମୋ ସରକାର” !

ଏବେ କୃଷି ବିଭାଗ "ମୋ ସରକାର" ପରିସରଭୁକ୍ତ       ଭୁୁବନେଶ୍ୱର: ହଠାତ ମେଡ଼ିକାଲରେ ପହଁଚିଲା ପରି, ଥାନାରେ ପହଁଚିଲା ପରି କେତେବେଳେ " ମୋ ସରକାର ଟିମ" କୋଉ ଫର୍ମରେ ବା କେଉଁଠି ଚାଷୀର ବିଲରେ ପହଁଚିଯାଇଥିବା ଖବର ଶୁଣିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ! କାରଣ  "ମୋ ସରକାର"ର କଳେବର ଧୀରେ…