ବଜ୍ରାଘାତରେ ଜଳିିଗଲା ୨ ନଡିଆଗଛ
ଓଡ଼ଗାଁ(ଶାସକ ପ୍ରଶାସକ): ଓଡ଼ଗାଁ ଥାନା କୋମଣ୍ଡ ପଂଚାୟତ ଭଗବତିପ୍ରସାଦ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରାଘାତ ଘଟି ୨ଟି ନଡ଼ିଆଗଛ ଜଳିିଯାଇଛି । ସନ୍ଧ୍ୟା ସମୟରେ ହଠାତ୍ କାଳବୈଶାଖି ପବନ ଓ ବର୍ଷା ଚାଲିଥିବା ବେଳେ ଯୋର ଶବ୍ଦ କରି ଏକ ବଜ୍ରାଘାତ ହୋଇଥିଲା । ଆଶ୍ଚର୍ଯ୍ୟ ହୋଇ ଚାରିଆଡକୁ ଲକ୍ଷ…