ଓଡିଶା ବିରୋଧରେ ବିବାଦୀୟ ତଥା ବିସ୍ଫୋରକ ମନ୍ତବ୍ୟ ଦେଲେ ଛତିଶଗଡର ମନ୍ତ୍ରୀ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଓଡିଶା ବିରୋଧରେ ବିବାଦୀୟ ତଥା ବିସ୍ଫୋରକ ମନ୍ତବ୍ୟ ଦେଲେ ଛତିଶଗଡର ମନ୍ତ୍ରୀ | "ଓଡ଼ିଶାରେ ଆଦିବାସୀମାନଙ୍କୁ ଦୂର୍ବଳରୁ ଆହୁରି ଦୂର୍ବଳ କରିବା ପାଇଁ ଷଡ଼ଯନ୍ତ୍ର" ବୋଲି ସେ କରିଛନ୍ତି ଅଭିଯୋଗ | ବଡ଼ଦେଓ ମହୋତ୍ସବରେ ଯୋଗଦେଇ ମନ୍ତ୍ରୀ ଲଖମା କହିଲେ ଛତିଶଗଡ଼ର…