ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଶ୍ରୀମୟୀ

ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ସେ ଆଜି କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ…

ବିଜୁ ଶ୍ରାଦ୍ଧ ଦିବସ ରେ ୬୦ ୟୁନିଟ ରକ୍ତଦାନ  କରି ମନେ ପକାଇଲେ ବିଜୁପ୍ରେମୀ 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜୁ ଯୁବ ଜନତା  ଦଳ ତରଫରୁ ଝାରସୁଗୁଡା ବ୍ଲକ ର ଶ୍ରୀପୁରା ଗ୍ରାମ ରେ ବାପୁଜୀ ସରକାରୀ ବିଦ୍ୟାଳୟ ରାଜ୍ୟ ବିଜୁ ଜନତା ଦଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଜୁ ଶ୍ରାଦ୍ଧ ଦିବସ ଉପଲକ୍ଷେ ଜୀବନ ବିନ୍ଦୁ ଜରିଆ ରେ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କର 24ତମ ଶ୍ରାଦ୍ଧ ଦିବସ ପାଳିତ 

ବରଗଡ :- ଆଜି ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ଙ୍କର 24ତମ ଶ୍ରାଦ୍ଧ ଦିବସ କୋବିଡ଼ କଟକଣା ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିଲା । ଜିଲ୍ଲାର ପାଇକମାଲ ସ୍ଥିତ ବିଜୁ ଜନତା ଦଳ ଅଫିସ ରେ ବ୍ଲକ ସଭାପତି ଶ୍ରୀ ରାଉତ ଙ୍କର…

ମେ ୧୩ ରେ ପିପିଲି ଉପନିର୍ବାଚନ,  ୧୬ରେ ଗଣତି।

କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ଦେହାନ୍ତ ପରେ ସ୍ଥଗିତ ରହିଥିବା ପିପିଲି ଉପ ନିର୍ବାଚନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ | ସେହିପରି ୧୬ରେ ଭୋଟ ଗଣତି  ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି | ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର ସୁଶୀଲ କୁମାର…

“ବିଜୁବାବୁଙ୍କ ପ୍ରେରଣା ସବୁବେଳେ ଆମକୁ ଉଦବୁଦ୍ଧ  କରୁଥିବ”

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତବର୍ଷ ମୁକ୍ତି ଆନ୍ଦୋଳନ  ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୪ତମ ପବିତ୍ର ଶ୍ରାଦ୍ଧ ଦିବସ ଆଜି ରାଜ୍ୟବ୍ୟାପୀ କୋଭିଡ୍ କଟକଣାରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ…

ନାକ ଅଛି…ହେଲେ ନୋଥ ନାହିଁ : ହ୍ୟାଣ୍ଡ ପମ୍ପ ଯଦି ଲାଗି ପାରୁନି, ନଳକୂପ ତେବେ କଣ ପାଇଁ !!

ବରଗଡ଼ : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ୱ ଦେଇ ତତସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ଏଥିନିମନ୍ତେ ଏକ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ଯାହାକି ଅନେକ ସମୟରେ…

ଆହା ରେ ଆମ ବିକାଶ , ଝର ପାଣିରେ ମେଣ୍ଟୁଛି ଶୋଷ..

ପୁରୁଣା ନିଲିଗୁଡା ଗ୍ରାମବାସୀଙ୍କ ପାଇଁ  ଝର ପାଣି ଭରସା  ମାଲକାନଗିରି/(ବି ଶ୍ରୀନିବାସ ପାତ୍ର) :  ମନୁଷ୍ୟ  ବଞ୍ଚିବା ପାଇଁ ଜଳର ନିତ୍ୟାନ୍ତ ଆବଶ୍ୟକତା ରହିଥାଏ l ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ପାନୀୟ ଜଳ ପାଇଁ ସଂଘର୍ଷ ଆଜି ପଯ୍ୟନ୍ତ ଜାରି ରହିଛି l ମାଲକାନଗିରି ଏକ ପଛୁଆ…

କୋଭିଡ ହିରୋ ଅଭିନେତା ସୋନୁ ସୁଦଙ୍କୁ କରୋନା

ମୁମ୍ବାଇ : କୋଭିଡ ହିରୋ ଅଭିନେତା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ନିଜେ ସୋନୁ ଏ ବିଷୟ ନିଜ ଟୁଇଟର ହାଣ୍ଡଲରେ ସୂଚନା ଦେଇଛନ୍ତି | ସେ ଏବେ ସଙ୍ଗରୋଧରେ ଅଛନ୍ତି | ଚିନ୍ତା କରିବାର କୌଣସି କାରଣ ନାହିଁ | ଏବେ ମୋ ପାଖରେ ବହୁତ ସମୟ ରହିବ ଆପଣମାନଙ୍କ ସମସ୍ୟା ଦୂର କରିବା ପାଇଁ…

 ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର : ଆମକୁ ଅଧିକ ଟୀକା ଯୋଗାନ୍ତୁ 

 ଗୁରୁତର ପ୍ରଭାବିତ ଅନ୍ୟରାଜ୍ୟକୁ ପ୍ରାଥମିକତା ଭିତ୍ତିରେ ଟୀକା ଯୋଗାଇ ଦିଆଯାଉ  ବାହାରେ ଯେପରି ଟୀକା ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି  ମୁଖ୍ୟମନ୍ତ୍ରୀ…

 ଧଣ୍ଡାମାଲ, ରାମଚନ୍ଦ୍ରପୁର ପଞ୍ଚାୟତରେ ପଇବା ପାଣି ପ୍ରକଳ୍ପ ଭିତ୍ତିପ୍ରସ୍ତର ଦେଲେ ନରସିଂହ

ପ୍ରତ୍ୟେକ ଅଂଚଳରେ ପାଇପ ପାଣି ,ବିଜୁଳି ଓ ରାସ୍ତା ସୁନିଶ୍ଚିତ କରାଯିବ   ବଲାଙ୍ଗିର(ନିରୋଜ ମିଶ୍ର)  - ସ୍ୱଚ୍ଛ ପିଇବା ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର ଏଣୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ମ୍ୟୁନିସିପାଲିଟି ତଥା ବ୍ଲକ ଅଂଚଳରେ ଥିବା ପ୍ରତ୍ୟେକ ଘରକୁ ପାଇପ ଯୋଗେ…