ରାୟଗଡାରେ ନୂତନ ଏସଡିପିଓ ଭାବେ ଯୋଗଦେଲେ ଦେବଜ୍ୟୋତି ଦାଶ

ରାୟଗଡ(ସରୋଜ କୁମାର ସାହୁ) :  ନୂତନ ଏସଡିପିଓ ଭାବେ ରାୟଗଡାରେ ଯୋଗଦାନ କରିଛନ୍ତି ଦେବଜ୍ୟୋତି ଦାଶ ( ଓପିଏସ) । ପୂର୍ବରୁ କାର୍ଯ୍ୟରତ ଏସଡିପିଓ ତପନ ନାରାୟଣ ରଥଙ୍କୁ କଳାହାଣ୍ଡି ଜିଲ୍ଲା ବଦଳି ପରେ ଶ୍ରୀ ଦାଶ ନୂତନ ଏସଡିପିଓ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାୟଗଡା ସହରରେ…

କୋଭିଡି ପରିସ୍ଥିତିର ମୁକାବିଲା : ବରିଷ୍ଠ ଅଧିକାରୀଙ୍କ ସହ ଡିଜି କଲେ ସ୍ଥିତିର ସମୀକ୍ଷା 

କଟକ (ଶାସକ ପ୍ରଶାସକ) ; ରାଜ୍ୟରେ କୋଭିଡି ପରିସ୍ଥିତିର ମୁକାବିଲା କାର୍ଯ୍ୟରେ ପୋଲିସ ନିଜକୁ ନିୟୋଜିତ କରିଥିବା ବେଳେ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆରକ୍ଷୀ ମହାନିର୍ଦ୍ଦେଶକ  ଅଭୟ ରାଜ୍ୟର ସମସ୍ତ ଏସ୍ପି, ରେଞ୍ଜ ଡିଆଇଜି, ଆଇଜିଙ୍କ ସହ ବିସ୍ତୃତ…

ଅଦ୍ୟାବଧି ଓଡିଶାରୁ ଅନ୍ୟ ରାଜ୍ୟକୁ ଗଲାଣି  ୧୧୧୨୧.୪୧୯ ଟନରୁ ଅଧିକ ଅକ୍ସିଜେନ

ଭୁବନେଶ୍ୱର : ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଜୋଗାଣ କାର୍ଯ୍ୟ ଜାରିରହିଛି । ଅଦ୍ୟାବଧି ୬୦୪ଟି ଟ୍ୟାଙ୍କରରେ ୧୧୧୨୧.୪୧୯ଟନ୍ରୁ ଅଧିକ ଅକ୍ସିଜେନ ଭିନ୍ନ ଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳଏବଂ ଯାଜପୁରଜିଲ୍ଲାରୁ ଆନ୍ଧ୍ରପ୍ରଦେଶ,…

ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ କୋଭିଡ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ

ଜରୁରୀକାଳୀନ ଭିତ୍ତିରେ ବିନିଯୋଗ ଯୋଜନା ପ୍ରସ୍ତୁତ କରିବାକୁ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ନିର୍ଦ୍ଦେଶ ଆଇସିୟୁ, ଅକ୍ସିଜେନ ବେଡ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଯୋଗାଣ ଉପରେ ଶ୍ରୀ ତ୍ରିପାଠୀଙ୍କ ଗୁରୁତ୍ୱ ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…

ଲକ୍ ଡାଉନ୍ ପ୍ରଥମ ସପ୍ତାହରେ ୮୫ ହଜାର ଜରିମାନା ଆଦାୟ ।

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ଓଡ଼ିଶାରେ କରୋନା ଦୃତ ଗତିରେ କାୟା ବିସ୍ତାର କରିବାରୁ ରାଜ୍ୟ ସରକାର ଗତ ମଇ ୫ ତାରିଖ ଠାରୁ ଲକ୍ ଡାଉନ ଘୋଷଣା କରିଛନ୍ତି। ସହରାଞ୍ଚଳରେ ଶନିବାର ଓ ରବିବାର ଦୁଇଦିନ ସପ୍ତାହାନ୍ତ ସଟ୍ ଡାଉନ୍ ମଧ୍ୟ କାର୍ଯ୍ୟକାରୀ ହେଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ…

ବୁଗୁଡ଼ାରେ ସାମ୍ବାଦିକଙ୍କ ସ୍ୱତନ୍ତ୍ର ଟିକା ଗ୍ରହଣ

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ମଇ ୧୨ ତାରିଖ ଦିନ ବୁଗୁଡା ସାମ୍ବାଦିକ ମାନଙ୍କୁ ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟିକାକରଣର ବ୍ୟବସ୍ଥା କରାଯାଇଥିଲା। ୪୫ ବର୍ଷରୁ କମ ବୟସ ସାମ୍ବାଦିକ ଉମାକାନ୍ତ ସାହୁ, ଆଶୀଷ କୁମାର ମିଶ୍ର, ସ୍ୱରୁପ ସୁମନ…

ବଡଖମାର ବରାହପଦର ମଠ ବାବାଜୀ  ଖେଳାକୃଷ୍ଣ ଦାସଙ୍କ ଦେହାନ୍ତ ।

ମଠ ରିତି ନୀତି ଅନୁସାରେ ଅନ୍ତିମ ସଂସ୍କାର ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ସ୍ଥିତ ବରାହପଦର ମଠ ମଠାଧୀଶ ବାବାଜୀ ଶ୍ରୀ ଖେଳାକୃଷ୍ଣ ଦାସଙ୍କ  ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ…

ଗ୍ରାମାଞ୍ଚଳର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୭ ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ ବ୍ୟକ୍ତିଙ୍କ…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୭ ଟି କେନ୍ଦ୍ରରେ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍ ଟୀକାକରଣର ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି ।  ଜିଲ୍ଲାରେ…

ଅଙ୍ଗନବାଡି କେନ୍ଦ୍ର ସାଜିପାରେ କରୋନାର ସୁପର ସ୍ପେଡର !!

 ଗୁଣୁପୁର(ସୁବ୍ରତ କୁମାର ପଣ୍ଡା ) : ସରକାର ଙ୍କ ସମସ୍ତ କଟକଣା ଙ୍କୁ ଫୁ କରି  ଏବେ ଅଙ୍ଗନବାଡି କେନ୍ଦ୍ର ରେ ଦିଆଯାଉଛି ଚାଉଳ । ରାଜ୍ୟ ରେ ଦିନକୁ ଦିନ କରନା ତାର ଉଗ୍ର ରୂପ ନେବାକୁ ଲାଗିଛି  ଏ ନେଇ ପ୍ରଶାସନ ଲୋକଙ୍କୁ ସଚେତନ ର ବାର୍ତା ଦେଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ରେସମୟରେ…

ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଆଦ୍ୟାଶା ପ୍ରିୟଦର୍ଶିନୀ ପଣ୍ଡାଙ୍କ କୃତିତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପଣ୍ଡା ନିଜର ଶ୍ରେଷ୍ଠ ଜ୍ଞାନର ପରିଚୟ ଦେଇଛନ୍ତି । ନିକଟରେ ଆଇ.ଏ.ଏ.ସି (I.A.A.C) ୨୦୨୧ ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ଆଷ୍ଟ ଆଷ୍ଟ୍ରୋନୋମି ଏବଂ…