ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡି୍ରନାଲ୍…

“ୟାସ” ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ କର : କୃଷି ମନ୍ତ୍ରୀ ଡ଼ଃ ସାହୁ

ଭୁବନେଶ୍ୱର : ବାତ୍ୟା ୟାସ ପ୍ରଭାବିତ ଜିଲ୍ଲାଗୁଡିକରେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଏକ ପ୍ରାଥମିକ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର…

ଆଜି କେନ୍ଦ୍ରାପଡ଼ାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଯିବେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ୟସ ପ୍ରଭାବିତ ଅଂଚଳ ଗସ୍ତ କରିବେ । ସେ ରାଜନଗର ଓ ରାଜକନିକାର ପ୍ରଭାବିତ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହିତ ସ୍ଥିତି ଅନୁଧ୍ୟାନ କରିବେ । 

ଆଦିମ ଜନଜାତି ଡଙ୍ଗରିଆଙ୍କ ଗଡରେ ମହାମାରୀ : ଚିନ୍ତାରେ ପ୍ରଶାସନ

ରାୟଗଡା /ସରୋଜ କୁମାର ସାହୁ – ରାୟଗଡା ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଜିଲ୍ଲାର ସମସ୍ତ ବ୍ଲକରୁ ପିଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଦିମ ଜନଜାତି ଡଙ୍ଗରିଆଙ୍କ ଗଡରେ କରୋନା ମହାମାରୀ ପ୍ରବେଶ କରିିଥିବାରୁ ଚିନ୍ତାରେ ପ୍ରଶାସନ । ଡଙ୍ଗରିଆଙ୍କ ଗଡରେ ଜିଲ୍ଲାର ବରିଷ୍ଠ…

ବାୟୁ ଗଲେ ପେଟ ଉଶ୍ୱାସ : ଚିକ୍କଣ କଥା କହି ଇନ୍ସୁରାନ୍ସ କରେଇବେ, ଠିକଣା ଟାଇମରେ ଗାଏବ

 ସେବା ଦେବାରେ ଚୋଲା ଇନସୁରାନ୍ସର ଅବହେଳା, ୮ମାସ ହେଲା ଗ୍ରାହକ ପାଉନି କ୍ଷତିପୂରଣ ପୁରୀ: ଇନସୁରାନ୍ସ ବିକ୍ରି କଲାବେଳେ ଚିକିଣିଆ କଥା କୁହନ୍ତି କମ୍ପାନୀ ଅଧିକାରୀମାନେ। କ୍ଷତିପୂରଣ ବେଳେ ବିଭିନ୍ନ ବାହାନା ଦେଖାଇ ଗ୍ରାହକଙ୍କ ମନସ୍ତାତ୍ତ୍ବିକ ଭାବନା ସହ ଖେଳ ଖେଳନ୍ତି । ଇନସୁରାନ୍ସ…

ୟସ ଗଲା: ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ

ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ ଟାରେ ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇ ବାଲେଶ୍ୱର ସଦର, ରେମୁଣା, ବାହାନଗା ମଧ୍ୟ ଦେଇ ଗତି କରିଥିଲା । ପ୍ରାୟ ଅପରାହ୍ନ ୧ ଟା…

ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କପାଇଁ ବ୍ୟବହାର କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ମଇ ୧ରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡ଼ିଆରଏଫ)ରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଜାରୀ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ଉପରେ  ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ବିପଦର ବନ୍ଧୁ ସାଜି ଅସହାୟଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି ପ୍ରଶାସନିକ ଅଧିକାରୀ 

ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ତାଳାବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାଳାବନ୍ଦ ଯୋଗୁଁ ଲୋକମାନେ ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏପରି ମହାମାରୀର ପ୍ରଭାବ ଗରିବ ଅସହାୟ ତଥା ଖଟିଖିଆ ମାନଙ୍କ ଉପରେ ପଡୁଛି । ତାଳାବନ୍ଦ ଯୋଗୁଁ ଗରିବ…

୧୨୮ଟି ଜଳମଗ୍ନ ଗାଁର ସବୁ ପରିବାରକୁ ୭ ଦିନ ପାଇଁ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

https://www.youtube.com/watch?v=vHrtA0SkYow ବାତ୍ୟା ପରବର୍ତ୍ତୀ ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସାଢେ ୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ ବାତ୍ୟା ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଚିକିତ୍ସା ସ୍ବଭାବିକ  ବାତ୍ୟା ସମୟରେ କୋଭିଡ…