ମୋହନା ବିଜେପିର ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ସଂସ୍କୃତି ଭବନ ପରିସରରେ ବିଜେପି ମଣ୍ଡଳ ପକ୍ଷରୁ ଏକ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ରାଜନୈତିକ ଦଳ ସବୁ ଉଣା ଅଧିକେ ତତ୍ପରତା…

ମାଣିକପାଟଣା ସୀମା-ବିବାଦ ଓ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ଘଟଣା ଅତ୍ୟନ୍ତ ନିନ୍ଦନୀୟ: ଭୃଗୁ ବକ୍ସିପାତ୍ର

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଜିଲ୍ଲାର ମାଣିକପାଟଣା ଠାରେ ଗତ ୯ ତାରିଖ ଦିନ ଆନ୍ଧ୍ର ପକ୍ଷରୁ ଯେଉଁ ଘଟଣା ଘଟିଗଲା , ତାକୁ ନେଇ (୧୬-୯-୨୦୨୧) ଗୁରୁବାର ଦିନ ରାଜ୍ୟ ଭାଜପା ପକ୍ଷରୁ ଏକ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକ ଓ ଜିଲ୍ଲା ଦୌରା-ଜଜ୍ ତଥା ଜିଲ୍ଲା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିୟ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୋଭିଡ୍ କଟକଣାକୁ ମାନି ଏକ ଅନ୍ ଲାଇନ୍ ସ୍ତରୀୟ…

ଏସବିଆଇ ପକ୍ଷରୁ ଗୃହ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଅଫର୍ ଘୋଷଣା କରାଯାଇଛି । ଏହି ଅଫର୍ ଉତ୍ସବ ସମୟରେ ଗୃହ ଋଣକୁ ଆହୁରି ସୁଲଭ ହାରରେ ଉପଲବ୍ଦ କରାଇବ । ପ୍ରଥମ ଧରଣର ଅଭିଯାନ ସ୍ୱରୂପ ଗ୍ରାହକମାନଙ୍କୁ କ୍ରେଡିଟ୍ ସ୍କୋର ଭିତିକ ଋଣ ୬.୭୦ ପ୍ରତିଶତ…

ସ୍ଵର୍ଗତ ବାସୁଦେବ ପଟ୍ଟନାୟକଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ

ବୋଲଗଡ଼ରୁ ପଞ୍ଚାନନ ସ୍ଵାଇଁ : ବୋଲଗଡ଼ ନନ୍ଦୀଘୋଷ ଭବନଠାରେ ସ୍ଵର୍ଗତ ବାସୁଦେବ ପଟ୍ଟନାୟକଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ସଂସଦ  ଭର୍ଭୁହରି ମହତାବ, ବରିଷ୍ଠ…

ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ୍

ନୂଆଗାଁ/ସୁବ୍ରତ ପରିଡା: ରାଜ୍ୟ ସରକାରଙ୍କ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ନୟାଗଡ ଜିଲ୍ଲାପାଳ ଙ୍କ ଚିଠି ଅନୁସାରେ ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସାର୍ଟିଫିକେଟ ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ବ୍ଲକ୍ ଶିକ୍ଷାଧିକାରୀ ପ୍ରସନ୍ନ କୁମାର…

ବିଜେପୁର ରେ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଅନନ୍ତ ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ।

ବିଜେପୁର(ଶାସକପ୍ରଶାସକ) -ବରଗଡ଼ ଜିଲ୍ଳା ବିଜେପୁର ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅନନ୍ତ ମହୋତ୍ସବ ପାଇଁ ଆଜି ବିଜେପୁର ମଧ୍ୟ ପଡ଼ା ଠାରେ ଶୁଭ ସ୍ତଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସଦସ୍ୟ ଜିତେନ୍ଦ୍ରିୟ ମେହେର କର୍ତା ଦାୟିତ୍ୱ ସମ୍ପାଦନ କରିଥିବା ବେଳେ…

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ ନେଲେ ପ୍ରମୁଖ ଶାସନ ସଚିବ

 ଜାଲ ସାର୍ଟିଫିକେଟଧାରୀ ଶିକ୍ଷକମାନଙ୍କ ଚିହ୍ନଟୀକରଣ ଏବଂ କାର୍ଯ୍ୟାନୁଷ୍ଠାନ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି, ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ତ୍ୱରିତ, ନାସ୍ ପରୀକ୍ଷା ପାଇଁ ଛାତ୍ରୀଛାତ୍ରୀଙ୍କ ପ୍ରସ୍ତୁତି ଉପରେ ଗୁରୁତ୍ୱ ଭୁବନେଶ୍ୱର (ଶାସକ…

ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହ ବିପିୟୁଟି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ…

ସୁନ୍ଦରଗଡ (ଶାସକ ପ୍ରଶାସକ) : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ତୃତୀୟ ଦିନରେ ବିପିୟୁଟି କ୍ୟାମ୍ପସ୍ ପରିସରରେ ନିର୍ମାଣାଧୀନଥିବା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ର ସମୀକ୍ଷା କରିଥିଲୋ ଧାର୍ଯ୍ୟ…

ବିିଭିନ୍ନ ନଦୀରେ ଜଳ ପ୍ରବାହ ଓ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା ନେଲେ ଜଳ ସଂପଦ ପ୍ରମୁଖ ଶାସନ ସଚିବ

ମୁଣ୍ଡୁଳି, ନରାଜ, ମହାନଦୀ ଓ ବିରୂପା ବ୍ୟାରେଜ ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ଭୁବନେଶ୍ୱର(ଶାସକ ପ୍ରଶାସକ) : ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା…