ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ
ପ୍ରଥମ ଦିନରେ ୭ପଞ୍ଚାୟତରେ ୭୪୪ଜଣଙ୍କୁ ପ୍ରଦାନ କରାଗଲା ବିଜୁ ସ୍ମାର୍ଟ କାର୍ଡ଼
ବଲାଙ୍ଗୀର/ନିରୋଜ ମିଶ୍ର :ବୁଧବାର ଦିନ ୧୦ଟା ସମୟରେ ଦେଓଗାଁ ବ୍ଲକ ପରିସରରେ ଦେଓଗାଁ ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଶୁଭାରମ୍ଭ କରାଯାଇଥିଲା । ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିବା…