ଭଦ୍ରକରେ ପୁଣି 110 ଗ୍ରାମ ବ୍ରାଉନସୁଗାର ଜବତ  ; 2 ଗିରଫ ।

ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ):ଭଦ୍ରକ ପୁରୁଣା ବଜାର ପୋଲିସ 110 ଗ୍ରାମ ବ୍ରାଉନ ସୁଗାର ଜବଦ କରିଛି ।  କୋଭିଡ କଟକଣାକୁ ନେଇ ପୋଲିସ ରାସ୍ତାରେ ଚେକିଂ କରୁଥିବା ସମୟରେ, ବାଇକରେ 2 ଅଭିଯୁକ୍ତ ବ୍ରାଉନସୁଗାର ନେଇ ଯାଉଥିବବେଳେ, ପୋଲିସ ହାତରେ ଧରାପଡ଼ିଥିଲେ l ଦୁଇ ଅଭିଯୁକ୍ତଙ୍କ ନିକଟ ରୁ …

ଦୁର୍ଦ୍ଦିନରେ କୌଳିକ ବୃତ୍ତି, ଦୈନ୍ୟତା ଭିତରେ ଜୀବନ କାଟୁଛନ୍ତି ହସ୍ତଶିଳ୍ପ କାରିଗର

ଗୁଣୁପୁର : (ସୁବ୍ରତ କୁମାର ପଣ୍ଡା)-କୋରନା ଛଡାଇ ନେଇଛି ଜୀବନ ଜୀବିକା। ଭୋକ ଉପାସରେ ଦିନ କଟାଉଛନ୍ତି ହସ୍ତ ଶିଳ୍ପ କାରିଗର। ନା ମିଳୁଛି ପ୍ରଚ୍ଛାହନ ନା ମିଳୁଛି ଅନୁଦାନ ଯାହାକୁ ନେଇ  ଦୁର୍ନୀନ ରେ କାଟାଉଛନ୍ତି ଜୀବନ । ବଢି ଚାଲିଛି ଲକଡାଉନ ନିରବି   ଯାଇଛି ହସ୍ତଶିଳ୍ପ। ଅଟକିଯାଇଛି ହାତ।…

କୁର୍ମା ଠାରେ ସ୍ବାସ୍ଥ୍ୟ ସଚେତନ ଶିବିର ଅନୁଷ୍ଠିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ଜଗଦଳପୁର ପଞ୍ଚାୟତ କୁର୍ମା ଗାଁ କଲ୍ୟାଣ ସମିତି ତରଫରୁ ଏକ ସ୍ବାସ୍ଥ୍ୟ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏଚଓ ସୁଷିମ ଅମିତାଭ ସେଠ ଓଡ଼ିଶାର ସ୍ବାସ୍ଥ୍ୟ ପରିଦର୍ଶକ ସୁଦାମ ମିର୍ଦ୍ଧା ଯୋଗଦେଇ କରୋନା ମହାମାରୀ ଠାରୁ…

ଓଡ଼ିଶାରେ ଅନଲାଇନ ମୋଡ଼ରେ ହେବ ୟୁଜି ଓ ପିଜି ପରୀକ୍ଷା 

ଭୁବନେଶ୍ୱର /ଶାସକ ପ୍ରଶାସକ :  ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା…

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ

ଅର୍ଥ ନେଇ ଅଭିଜ୍ଞତା ନଥିବା ଏନଜିଓ ଗୁଡ଼ିକୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଅଭିଯୋଗକୁ ଖଣ୍ଡନ କଲେ ଡିସିପିଓ ମମତାମୟୀ ବିଶ୍ୱାଳ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ, ତଦନ୍ତ ଆରମ୍ଭ କଲେ ଏଡିଏମ ଚାରି ଏନଜିଓଙ୍କୁ ରିପୋର୍ଟ ତଲବ   ବାରିପଦା,(ଦିଲ୍ଲୀପ ମହାନ୍ତି) :…

ତୁଳସୀକ୍ଷେତ୍ର କେନ୍ଦ୍ରାପଡା ରଥଯାତ୍ରା ପାଇଁ ରାଜ୍ୟ ସରକାର ଆନ୍ତରିକତା ପ୍ରକାଶ କରନ୍ତୁ: ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ତୁଳସୀକ୍ଷେତ୍ରରେ ସିଦ୍ଧବଳଦେବଜୀଉଙ୍କ ପ୍ରସିଦ୍ଧ ରଥ ଯାତ୍ରା କରିବା ପାଇଁ ରାଜ୍ୟ ସରକାର ନିଜ ଆଡୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି |  ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଯେ…

ଝାରଖଣ୍ଡ ପୁଲିସର ଚଢ଼ାଉ,ଦେଶୀ ବନ୍ଧୁକ ସହିତ ଦୁଇ ଡକାୟତ ଗିରଫ

ବାରିପଦା/ରାଇରଙ୍ଗପୁର-(ଦିଲ୍ଲୀପ ମହାନ୍ତି): ମୟୂରଭଞ୍ଜ ଜିଲ୍ଲାରେ ଝାରଖଣ୍ଡ ପୁଲିସର ରାତି ଅଧିଆ ଚଢ଼ାଉ ସମୟରେ ଦେଶୀ ବନ୍ଧୁକ ସହିତ ଦୁଇ ଡକାୟତ ଗିରଫ ହୋଇଛନ୍ତି। ଜିଲ୍ଲା ଗୋରୁମହିଷାଣି ଥାନା ସୁଦର୍ଶନପୁର ଗ୍ରାମ ରେ ଏହି ଚଢ଼ାଉ କରାଯାଇଥିଲା । ଝାରଖଣ୍ଡ ରାଜ୍ୟ ଡୁମୁରିଆ ଓ ଘୋଡ଼ାବନ୍ଧା ଥାନା…

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ସଂଗ୍ରହ ହେଲା ୫୨  ୟୁନିଟ୍ ରକ୍ତ, ଦିବ୍ୟାଙ୍ଗମାନେ ସ୍ବେଛାକୃତ ଭାବେ ରକ୍ତଦାନ କଲେ। ଭୁବନେଶ୍ୱର :  ମୂଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପ୍ୟାକେଜ୍ ସାଢେ଼ ୪ କୋଟି ରାଜ୍ୟବାସୀଙ୍କ ମଧ୍ୟରେ ନୂଆ ଆଶା ଓ ଭରସା ସୃଷ୍ଟି କରିବ : ସଞ୍ଜୟ

ଭୁବନେଶ୍ୱର (ଶାସକ ପ୍ରଶାସକ) : ମହାମାରୀ କରୋନା ସମଗ୍ର ମାନବ ଜାତି ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । କରୋନା ବିରୋଧରେ ସଂଗ୍ରାମ ଜାରି ରହିଛି । ମହାମାରୀର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । କୋଭିଡ୍ …

କରୋନର ତୃତୀୟ ଲହର କୁ ନେଇ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ।

ପୋଲସରା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଚିରିକିପଡା ଶାସନ ପଞ୍ଚାୟତ ଅଙ୍ଗନବାଡି କେନ୍ଦ୍ର ତିନିରେ  ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ନିସ୍ପତି ପ୍ରକାରରେ କରୋନାର ତୃତୀୟ ଲହର କୁ ଦୃଷ୍ଟିରେ ରଖି ଆଜି…