ସଡକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ , ଚାଳକ ଫେରାର।

ଟିଟିଲାଗଡ, ( ଗୌରବ ଦର୍ଜୀ):ଦିନକୁ ଦିନ ଟିଟିଲାଗଡ ସହର ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଟ୍ରାଫିକ ସମସ୍ୟା ସାଙ୍ଗକୁ ସହର ର ଜନଗହଳି ପୂର୍ଣ୍ଣ ରାସ୍ତା ରେ ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ଆଜି ଟିଟିଲାଗଡ଼ ସହର ସର୍ଗିଗୁଡା ସ୍ଥିତ ବଜାଜ ସୋ ରୁମ୍  ନିକଟରେ…

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ମୁଖ କର୍କଟ ସଚେତନତା ୱେବିନାର

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟଯୁତ  ଅଫ୍ ଡେଂଟାଲ୍ ସାଇନ୍ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ଆଲୋଚନା କରିଥିଲେ ।…

ବେସାହାରା ଜୟକୁମାରୀଙ୍କୁ ସାହା ହେବ କିଏ : ଇନ୍ଦିରା ଆବାସ ଅପେକ୍ଷାରେ, ବିତିଯିବନି ତ ଜୀବନ !

ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ର ବେହେରାବାହାଲି ଗାଁ ର ଜୟକୁମାରୀ କୁମ୍ଭାର (୫୪) ଜଣେ ଅସହାୟ ବିଧବା। ତାଙ୍କ ର ଆଗ ପଛରେ କେହି ନାହାନ୍ତି। ସେ ପଦ୍ମପୁର ବ୍ଳକ ର ବଗେଇଜୁରୀ ଗ୍ରାମ ରେ ବିବାହ କରିଥିଲେ। ମାତ୍ର ପାଞ୍ଚ ବର୍ଷର ଘର ସଂସାର…

ଏଆଇଏଫ ପ୍ରଦତ୍ତ ଅକ୍ସିଜେନ କନସେନଟ୍ରେଟରକୁ କଟକ ଜିଲ୍ଲା ପାଇଁ ହସ୍ତାନ୍ତର କଲେ ମନ୍ତ୍ରୀ ପ୍ରତାପ ଜେନା 

 https://www.youtube.com/watch?v=bvJ0RODe7EU କଟକ (ଶାସକ ପ୍ରଶାସକ) : ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ(ଏଆଇଏଫ) ପକ୍ଷରୁ କଟକ ଜିଲ୍ଲା ପାଇଁ ପ୍ରଦାନ କରାଯାଇଥିବା ୨୩ ଗୋଟି  ଅକ୍ସିଜେନ କନସେନଟ୍ରେଟରକୁ ଆଜି  ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ -ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ…

କାଳବୈଶାଖିର ତାଣ୍ଡବ ରେ ଉଡିଲା ଛପର ଘର।

କଲ୍ୟାଣସିଂହପୁର-//ପ୍ରଦୀପ ଦଳାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର  ବାଗଡଙ୍ଗର ଗାଁରେ କାଳବୈଶାଖିର ତାଣ୍ଡବରେ ୪ ପରିବାରଙ୍କ ଘରର ଛପର ଉଡି ଯାଇଥିବା ବେଳେ  କୁସୁବେଟି ଗାଁର ସିପିନା କୁଲସିକାଙ୍କ ଗୋଟିଏ ଘର ଉଡି ଥିବା ଦେଖିବାକୁ ମିଳିଛି । ଗୁରୁତର ଭାବେ…

ବିଶ୍ୱ ଡାକ୍ତର ଦିବସ ଉପଲକ୍ଷେ ବରିଷ୍ଠ ଡାକ୍ତରଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ସୁଶାନ୍ତ ସିଂ 

ବରଗଡ :- ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ଦେଶରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ  ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମ୍ୟ ଓ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ।  ଅନେକ ଡାକ୍ତର ନିଜ ଚାକିରୀରୁ ଅବସର ନେଇଥିଲେ ମଧ୍ୟ ରୋଗୀ ସେବା କରିବାରୁ ଅବସର ନେଇ ନାହାଁନ୍ତି…

ତୈଳଦର ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିର ଦୁର୍ବାର ପ୍ରତିବାଦ କରିବ କଂଗ୍ରେସ  : ନିରଞ୍ଜନ

  ଆସନ୍ତା ଜୁଲାଇ ୭ ରୁ ୧୭ ରାଜ୍ୟ ବ୍ୟାପି ଆନ୍ଦୋଳନ  ଭୁବନେଶ୍ୱର- କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା  ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ  ବୃଦ୍ଧି…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ “ସିସିଡି” ଅନୁଷ୍ଠାନ ଦ୍ୱାରା ୧୦୦ ଗୋଟି ଅକ୍ସି-ଫ୍ଲୋ ମିଟର ଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ  ଅନୁଷ୍ଠାନ " ସିସିଡି" ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ବୁଧବାର ଦିନ ୧୦୦ ଗୋଟି ଅକ୍ସି-ଫ୍ଲୋ ମିଟର ଦାନ କରାଯାଇଛି ।  ବେଙ୍ଗାଲୋର ସ୍ଥିତ "ୟୁନାଇଟେଡ଼-ୱେ" ଅନୁଦାନ…

ଜୁଲାଇ ୧ ବିଶ୍ୱ ବନ ମହୋତ୍ସବଠାରୁ ଏକ ମାସ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରିବା ଭଞ୍ଜସେନା

ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ  ଗତ ୨୪/୦୬/୨୦୨୧ ରିଖ "ପବିତ୍ର ଦେବସ୍ନାନ ପୂର୍ଣ୍ଣିମା"ରୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକମାସ ଧରି ଚାଲିବା ପାଇଁ ଘୋଷଣା…

ଭୀମଭୋଇ କଲେଜରେ ଦୁଇ ଅଧ୍ୟାପକଙ୍କୁ ଅବସର ସମ୍ବର୍ଦ୍ଧନା   

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟରେ ବୁଧବାର ଦିନ ପ୍ରାଧ୍ୟାପକ ଶ୍ରୀ ଅକ୍ଷୟ କୁମାର କରଙ୍କ ଆବାହନକ୍ରମେ ଏକ ଅବସର କାଳୀନ ବିଦାୟ ସଭା ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଆ ବିଭାଗର ମୁଖ୍ୟ   ଡକ୍ଟର ବାଳାଦିତ୍ୟ ବିକାଶ ଶ୍ରୀଚନ୍ଦନ…