ଜଗତସିଂହପୁର ଜିଲ୍ଳାରେ 15 ବର୍ଷରୁ 18 ବର୍ଷ ବୟସ୍କକୁ କୋଭିଡ ଟୀକା କୋଭାକସିନର ଶୁଭ ଉଦଘାଟନ
ଜଗତସିଂହପୁର (ସୁମନ୍ତ ଦାସ) : ସୋମବାର ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୂଲ୍ୟରେ 15 ରୁ 18 ବର୍ଷ ପଯ୍ୟନ୍ତ କିଶୋର କିଶୋରୀମାନଙ୍କ ପାଇଁ କୋଭିଡ-19 ର କୋଭାକସିନ ଟିକାର ଉଦଘାଟନ ଶ୍ରୀମତୀ ପାରୁଲ ପଟୱାରୀ (ଜିଲ୍ଲାପାଳ ) 10 ଘଟିକା ସମୟରେ ଉଦଘାଟନ କରିଛନ୍ତି l ଏହି ବର୍ଷର…