ହଜିଗଲା ମାନବିକତା: ଧାର ଟଙ୍କା ସୁଝିପାରି ନ ଥିବାରୁ ୪୮ଘଣ୍ଟା ଧରି ଘର ଭିତରେ ପଡ଼ି ରହିଲା ଶବ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭୁଲା ଅଭାବନୀୟ ଘଟଣା। ଗାଁ ସମାଜ ପାଣ୍ଠିରୁ ଆଜକୁ ୧୯ବର୍ଷ ପୂର୍ବରୁ ୪୦୦ଟଙ୍କା ଧାର ଆଣି ଶୁଝି ପାରିନଥିବାରୁ ମୃତ୍ୟୁ ପରେ ଉକ୍ତ ବ୍ୟକ୍ତି ର ମୃତ ଦେହକୁ ସମାଜ ଲୋକେ ଛୁଇଁ ନାହାନ୍ତି।…