ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ଏକାଦଶାହ ଅନୁଷ୍ଠିତ ।

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) :ରାଜ୍ୟ ନାଗରିକ ସମାଜର ବିଶିଷ୍ଟ ବ୍ୟକ୍ତିତ୍ଵ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ଏକାଦଶାହ ତାଙ୍କ କେନ୍ଦୁଝରସ୍ଥ ବାଆଁପାର ରେ ଅନୁଷ୍ଠତ ହୋଇ ଯାଇଛି । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନେ ଏଥିରେ ଯୋଗଦେଇଶ୍ରୀ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି…

ଗୋଟିଏ ରାତିରେ ଦୁଇ ଗାଡ଼ି ଚୋରି

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ସହର ପବିତ୍ର ଡିହା ରାସ୍ତା କଡ଼ରେ ଥିବା ଏକ ବୋଲେରୋ ଜିପ୍ କୁ ଦୁର୍ବୃତ ଗତ କାଲି ରାତିରେ ଚୋରି ହୋଇ ହୋଇଥିବା ମାଲିକ ତଥା ଆଇନଜୀବି ସଞ୍ଜୟ ପାଇକରାୟ କହିଛନ୍ତି। ଏ ନେଇ ସେ ଟାଉନ୍ ଥାନା ରେ ସକାଳେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଗାଡ଼ି…

ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ବୁଥ୍ ତାଲିକା

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ଓ୍ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି ଓ ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତିା ସମୁଦାୟ ମୁନିସିପାଲିଟି ୪୮ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ୫୯, ସମୁଦାୟ ମହାନଗର ନିଗମ-୩| ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ…

ଅସ୍ତରଙ୍ଗ : ବିଜେପି, ବିଜେଡି ଓ କଂଗ୍ରେସ ଭିତରେ କଡା ଟକ୍କର।

ଅସ୍ତରଙ୍ଗ (ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଦୁଇ ଗୋଟି ଜିଲ୍ଲା ପରିଷଦ ଯୋନ ରହିଥିବା ବେଳେ ପନ୍ଦର ଗୋଟି ଗ୍ରାମପଞ୍ଚାୟତ ରହିଅଛି । ଗଲା ପଞ୍ଚୟତ ନିର୍ବାଚନରେ ତିନି ଦଳର ସ୍ଥିତି ଯାହା ଥିଲା ଚଳିତ ପଞ୍ଚୟତ ନିର୍ବାଚନରେ ତାହା ସମ୍ପୂର୍ଣ ଭିନ୍ନ । ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ…

୫-ଟି କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ ପରେ ରୁନୁର ଚିକିତ୍ସା ତ୍ୱରାନ୍ୱିତ

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ କଲେଜ ପଢୁଆ ଆଦିବାସୀ ଝିଅ ରୁନୁ କିଶାନ୍ ଚିକିତ୍ସିତ ହେଉଛି । ହେଲେ ତାକୁ ଉନ୍ନତ ସେବା ଆବଶ୍ୟକତା ଉପରେ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇବା ସହ " ଶାସକ ପ୍ରଶାସକ" ରେ ରୁନୁ ସମ୍ପର୍କିତ ଝବର ପ୍ରକାଶ ପାଇଥିଲା | ଏହି…

ଅବସରପ୍ରାପ୍ତ ଯବାନଙ୍କୁ ଗାଁ ମାଟିରେ ଭବ୍ୟ ସମ୍ବର୍ଦ୍ଧନା

ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଖଇରପଲ୍ଲୀ ପଞ୍ଚାୟତର ବାଲିଆ ଗ୍ରାମର ଦିଲ୍ଲୀପ କୁମାର ଜେନା ଦୀର୍ଘ ୧୯ବର୍ଷ ଭାରତୀୟ ସ୍ଥଳସେନାରେ ଚାକିରୀ କରି ଭାରତ ମା ର ସେବା କରିବା ପରେ ଆବସର ନେଇ ଆଜି ନିଜ ଭିଟା ମାଟି ବାଲିଆ କୁ ଫେରିଥିଲେ l ଦିଲ୍ଲୀପ ଙ୍କ ବାପା ମଧ୍ୟ ଜଣେ…

ଦ୍ଵିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ : ରଣପୁର ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ୍‌ ୩୭ ପଞ୍ଚାୟତ ଏବଂ ୫୧୭ ୱାର୍ଡ

ରଣପୁର:ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାର ଠାରୁ ପ୍ରଚାର ଶେଷ ହୋଇଛି । ନିର୍ବାଚନ କମିସନଙ୍କ ନିୟମାନୁସାରେ ୩୬ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆସନ୍ତା ୧୮ ତାରିଖ ସକାଳ ୭ଟାରେ ନିର୍ବାଚନ ଅନୁଷ୍ଠିତ…

ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି କିଟ୍‍ର ସଫଳତା: ରାଜ୍ୟରେ ଶ୍ରେଷ୍ଠ ସ୍ଥାନରେ କିଟ୍‍

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁନଶ୍ଚ ସଫଳତା ହାସଲ କରିଛି । ମଙ୍ଗଳବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ଶ୍ରେଷ୍ଠ ୟଙ୍ଗ ୟୁନିଭରସିଟି ତାଲିକା । ୫୦ବର୍ଷରୁ କମ୍‍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା…

ପ୍ରଥମ ପର୍ଯ୍ୟାୟ ମତଦାନରେ ଅଭୂତପୂର୍ବ ସମର୍ଥନ ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ କୃତଜ୍ଞତା

ସୁନ୍ଦରଗଡ଼ :- ଗତକାଲି ଯେଉଁ ସୁନ୍ଦରଗଡ ଜିଲ୍ଲାରେ ଯେଉଁ ୯ ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେଲା, ସେଥରେ କଂଗ୍ରେସ ପାର୍ଟିର କର୍ମୀ ଓ ନେତାମାନେ ଯେଉଁଭଳି ଭାବରେ ସୂଚାରୁ ରୂପେ ନିର୍ବାଚନ ପରିଚାଳନା କରି ଜିଲାପରିଷଦ ରେ କଂଗ୍ରେସର ସ୍ଥିତିକୁ ମଜବୁତ କରିଅଛନ୍ତି ତାହା ପ୍ରଶଂସନୀୟ |…

ମାର୍ଚ୍ଚ ୧୨ରେ ବ୍ଲକ ଅଧ୍ୟକ୍ଷ ଓ ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ

ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ମାର୍ଚ୍ଚ ୨୩ ତାରିଖ ଓ ଜିଲ୍ଲା ପରିଷଦର ଉପସଭାପତି ପଦବୀ ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ ନିର୍ବାଚନ ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ…