ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଵିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିଵସ ପାଳନ ଅବସରରେ ୨୯ ମେ ୨୦୨୨ ଠାରୁ ୧୨ ଜୁନ ୨୦୨୨ ପର୍ଯ୍ୟନ୍ତ ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ମିଳିତ ଆନୁକୁଲ୍ୟରେ ଆଦି ଏକ ସଚେତନତା ପଦ…