ଏନଏସୟୁଆଇ ବ୍ଲକ ସଭାପତି ହେଲେ ମଣ୍ଟୁସାହୁ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ନେସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ (ଏନ ଏସ ୟୁ ଆଇ )କାଶୀପୁର ବ୍ଲକ ଶାଖା ର ସଭାପତି ଭାବେ ମଣ୍ଟୁ ସାହୁଙ୍କୁ ଅବସ୍ଥାପିତ କରାଯାଇଛି ।ସାମ୍ବିଧାନିକ ମୂଲ୍ୟବୋଧ ବଜାୟ ରଖିବା ସହ କାଶୀପୁର ବ୍ଲକରେ କଂଗ୍ରେସ ଛାତ୍ର ସଙ୍ଗଠନ ସୁଦୃଢ ନିମନ୍ତେ ମଣ୍ଟୁ…

ଆଦର୍ଶ ଥାନାରେ ଅନାଦର୍ଶ କାମ

ଜଣକ ନାମରେ ୱାରେଣ୍ଟ, ଗିରଫ ହୋଇ ଜେଲ ଗଲେ ଅନ୍ୟ ଜଣେ ଆଦିବାସୀ ଯୁବକ. ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଜଣକ ନାମରେ ୱାରେଣ୍ଟ ଗିରଫ ହୋଇ ଜେଲ ଗଲେ ଅନ୍ୟ ଜଣେ ଆଦିବାସୀ ଯୁବକ I ଘୁ.ଉଦୟଗିରି ଥାନା ଅଧିନସ୍ଥ ଗଦଗୁଡ଼ା ଗ୍ରାମରେ ଏହି ଭଳି ସାଂଘାତିକ ଘଟଣା ଘଟିଛି I ଯାହା ପାଇଁ ରୋଗୀ…

ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କଲେ ପ୍ରେମିଯୁଗଲ ।

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମ ରେ ଏକ ପ୍ରେମୀ ଯୁଗଳ ଗୋଟିଏ ଦଉଡ଼ି ରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି l ପତିପତ୍ନୀ ଭାବେ ଶିବରାତ୍ରି ଦିନ ଠାରୁ ଦୁହେଁ ରହି ଆସୁଥିଲେ l ଏହି ପ୍ରେମିଯୁଗଳ ଙ୍କ ହଠାତ…

ବୁନ୍ଦାଏ ପାନୀୟ ଜଳ ପାଇବା ପାଇଁ ଡହଳବିକଳ ୱାର୍ଡ ୧ର ବାସୀ, ଗୁହାରି ପରେ ମଧ୍ୟ ନାହିଁ ପ୍ରଶାସନର ତତ୍ପରତା

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ଵିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷଙ୍କ ୱାର୍ଡରେ ପାନୀୟ ଜଳ ପାଇଁ ଡହଳ ବିକଳ ୱାର୍ଡ ବାସୀ I ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ପାଇଁ ଉପାଦକ୍ଷଙ୍କ ତତ୍ପରତା ଦେଖା ଦେଉନ ଥିବାରୁ ଉପାଧ୍ୟକ୍ଷଙ୍କ ଉପରୁ ୱାର୍ଡ ବାସୀଙ୍କ ଆସ୍ଥା ତୁଟୁ ଥିବା…

ନବୀନନିବାସରେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ ଆସିବା ପରେ ଖୁସିର ଲହରୀ ଖେଳିଯାଇଛି ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ଭିତରେ | ଏତେ ବଡ ବିରାଟ ଉପଲବ୍ଧି ପାଇଁ ପୁରୀରୁ ସେବାୟତଙ୍କ ଏକ ପ୍ରତିନିଧିଦଳ…

ପିଲାଙ୍କ ବ୍ୟକ୍ତିତ୍ବର ବିକଶରେ ସହାୟକ ହୋଇଛି ସ୍କୁଲ ରୂପାନ୍ତର: ମୁଖ୍ୟମନ୍ତ୍ରୀ

ସ୍କୁଲ ରୂପାନ୍ତରଣ: ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ଲୋକାର୍ପିତ ହେଲା ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ସ୍କୁଲ ଜୀବନ ଶ୍ରେଷ୍ଠ ସମୟ. ଏହାର ସଠିକ ଉପଯୋଗ କରି ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ସ୍କୁଲ ରୂପାନ୍ତରଣ…

ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ୭୯ ବର୍ଷ ବୟସରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା । ସେହିଦିନ ଠାରୁ ସେ ନଇଁ ନଇଁ ଚାଲୁଛନ୍ତି । ସେ ଆଉ କେହି ନୁହନ୍ତି, ପରିଣତ ବୟସରେ ପାଦ ଥାପିଥିବା ଜଣାଶୁଣା ଇମ୍ଫା କମ୍ପାନୀର ଅବସରପ୍ରାପ୍ତ ପି. ଆର. ଓ ଶ୍ରୀ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର

ରାଜ୍ୟସଭାରେ ଓଡ଼ିଶାର ସ୍ୱରକୁ ଶାଣିତ କରିବା ପାଇଁ ବାଢିଲେ ଦୃଢୋକ୍ତି ଭୁବନେଶ୍ବର : ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ବିଜୁ ଜନତା ଦଳର ୩ ରାଜ୍ୟସଭା ପ୍ରାର୍ଥୀ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ଶ୍ରୀମତୀ ସୁଲତା ଦେଓ ଓ ଶ୍ରୀ ସସ୍ମିତ ପାତ୍ର । ଆଜି ପ୍ରାର୍ଥୀପତ୍ର…

ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆସିଛି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆଗତ ହୋଇଥିବା ଦୁଇଟି ଆବେଦନକୁ ଖାରଜ କରିବା ସହ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରିଥିବା ଯୋଗୁ ଦୁଇ ଆବେଦନକାରୀଙ୍କ ଲକ୍ଷେ ଟଙ୍କା…

ପୂର୍ବରୁ ଘୋଷଣା କରାଯାଇଥିବା ସାମୟିକ ବାତିଲ ଓ ଆଂଶିକ ବାତିଲ ଟ୍ରେନ ଗୁଡିକର ସ୍ୱାଭାବିକ ଚଳାଚଳ

ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ବାତିଲ୍ ରହିବ ଉଭୟ ଯାତ୍ରୀ ଏବଂ ଟ୍ରେନର ସୁରକ୍ଷା ପାଇଁ ପ୍ରାଥମିକତା |  ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା 3 ଏବଂ 4 ଜୁନ୍, 2022 ରେ…