କେନ୍ଦ୍ରାଚଂଳ ରାଜସ୍ବ କମିଶନର ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି କେନ୍ଦ୍ରାଚଂଳ ରାଜସ୍ବ କମିଶନର ଶ୍ରୀ ସୁରେନ୍ଦ୍ର ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସମୀକ୍ଷା କରିବା ସହିତ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା…

ବ୍ରାହ୍ମଣପଦର ଠାରେ “ବିପଦର ବନ୍ଧୁ” ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭଞ୍ଜନଗର : ସ୍ବେଚ୍ଛାସେବୀ ଅନୁଷ୍ଠାନ "ବିପଦର ବନ୍ଧୁ" ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଭଞ୍ଜନଗର ବ୍ଲକ ସ୍ଥିତ ବ୍ରାହ୍ମଣପଦର ପଂଚାୟତ କାଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନମାଳୀ ଗୌଡ଼ ଯୋଗ ଦେଇ…

ଶଙ୍କରଡା ପଞ୍ଚାୟତ ଗୋବିରି ଘାଟିରେ ଝାଡା ବାନ୍ତି

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡ଼ା ପଂଚାୟତର ଗୋବିରୀ ଘାଟିରେ ଗୋଟିଏ ପରିବାରର ମା ଓ ପୁଅ ଝାଡ଼ାବାନ୍ତି ରେ ପୀଡ଼ିତା ହୋଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା…

ଦଳୀୟ ଚାନ୍ଦା ଆକାରରେ ବୀମା କଂପାନୀରୁ ଶହେ କୋଟି ଟଙ୍କା ନେଇଛି ବିଜୁ ଜନତା ଦଳ : ପ୍ରଦୀପ ପୁରୋହିତ

ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀର ଜାଲିଆତି ୧୬ ତାରିଖ ଦିନ ବରଗଡ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ଘଂଟିଆ ଧାରଣା ଦିଆଯିବ ଆସନ୍ତା ୧୮ରେ ପଦ୍ମପୁର ସବଡିଭିଜନ ବନ୍ଦ ପାଳନକୁ ବିଜେପିର ପୂର୍ଣ୍ଣ ସମର୍ଥନ ପଦ୍ମପୁର…

ଅବ୍ୟବସ୍ଥା ଘେରରେ ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡର ସର୍ବ ପୁରାତନ ମହାବିଦ୍ୟାଳୟ ହେଉଛି ଅଞ୍ଚଳ ମହାବିଦ୍ୟାଳୟ । ଅଞ୍ଚଳ ମହାବିଦ୍ୟାଳୟରେ ଅଧ୍ୟୟନ କରି ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ନିଜ ତଥା ଅଞ୍ଚଳକୁ ଗୌରବାନ୍ମିତ କରିଛନ୍ତି । ଅଞ୍ଚଳ ମହାବିଦ୍ୟାଳୟରେ ଜିଲ୍ଲା ତଥା ଜିଲ୍ଲା…

ଭୂବନେଶ୍ବର କୁଲିତା ସମାଜ କଲ୍ୟାଣ ସଙ୍ଗଠନ ତରଫରୁ ହୁଇଲ ଚେଆର୍ ପ୍ରଦାନ

ପଦ୍ମପୁର-  ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛେଳିଆମାଲ ଗ୍ରାମର ଦିବ୍ୟାଙ୍ଗ ବବିତା ବାଗ ଙ୍କୁ ଆଜି ଗ୍ରାମବାସି ଙ୍କ ଗହଣରେ ଏକ ହୁଇଲ ଚେଆର୍ ପ୍ରଦାନ କରାଯାଇଛି।ଗ୍ରମବାସି ଙ୍କ ତରଫରୁ ଭୁବନେଶ୍ୱର କୁଲିତାସମାଜ କଲ୍ୟାଣ ସଙ୍ଗଠନ କୁ କୁମାରୀ ବବିତା ବାଗ୍ ଙ୍କ ବିଷୟରେ ଅବଗତ    କରାଯାଇଥିଲା।…

ସାପକାମୁଡ଼ାରେ ଉଜୁଡିଗଲା ହସଖୁସିର ପରିବାର

ଶୋଇଥିବା ଅବସ୍ଥାରେ ସାପ କାମୁଡାରେ ସ୍ବାମୀ-ସ୍ତ୍ରୀ ମୃତ ସରକାରୀ ନିୟମ ମୁତାବକ ସହାୟତା ପାଇଁ ସବୁପ୍ରକାର ସହଯୋଗ କରଯିବ :- ପାଇକମାଲ ତହସିଲଦାର ଅଜା ଭରଷାରେ ଛୋଟ ନାତି ବରଗଡ : ଗତ କାଲି ବିଳମ୍ବିତ ରାତି ରେ ପାଇକମାଳ ବ୍ଳକ ଝିଟିକି ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମେ…

ରେଙ୍ଗାଲି ଅଞ୍ଚଳରେ ଜଳ ସଙ୍କଟର ସମାଧାନ ପାଇଁ ଆଦିତ୍ୟ ଆଲୁମିନିୟମର ପ୍ରୟାସ

ଭୁବନେଶ୍ୱର: ଜଳାଭାବ ପରିସ୍ଥିତି ବସ୍ତୁତଃ ଓଡ଼ିଶାର ସମ୍ବଲପୁର ଜିଲ୍ଲା, ରେଙ୍ଗାଲି ବ୍ଲକରେ ଏକ ସବୁଦିନିଆ ସମସ୍ୟା ହୋଇଛି । ଅନିୟମିତ ବୃଷ୍ଟି କାରଣରୁ ଜଳାଭାବ ଉକ୍ତ ଅଞ୍ଚଳରେ କୃଷି ଅର୍ଥନୀତି ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି । ଏଥିରୁ ଆଶ୍ୱସ୍ତି ପ୍ରଦାନ ସକାଶେ ଆଦିତ୍ୟ ବିର୍ଲା…

କେନ୍ଦ୍ର ମନ୍ତ୍ରୀଙ୍କ ବାସୁଦେବପୁର ଗସ୍ତ: ସହିଦ ସ୍ମୃତି ରେ ମାଲ୍ୟାର୍ପଣ

ଧାମରା ବନ୍ଦର ପରିଦର୍ଶନ, ନୂଆ ମତ ଦାତା ଙ୍କ ସହ ଆଲୋଚନା ବାସୁଦେବପୁର/ପ୍ରତାପ ପାଢୀ- ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର କୁ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାନ୍ତୁନୁ ଠାକୁର ଗସ୍ତ ରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରିତାର…

ବିପଦଶଙ୍କୁଳ ଅବସ୍ଥାରେ ପୋଡପଡା ସେତୁ ।

ଅସ୍ତରଙ୍ଗ ରୁ ଦୁଃଶାସନ ନୟକ : ପୁରୀଜିଲା ର ସର୍ଵଧର୍ମ ସମନ୍ୱୟ ପୀଠ ବାବା ସତ୍ୟପୀର ସହ ସମୁଦ୍ର ବେଳାଭୁମି ଓ ଦେବୀ ମୁହାଣ ନିକଟ ଗଙ୍ଗାଦେବୀ ପିଠାକୁ କଣମଣ ଗ୍ରାମ ଠାରେ ସଂଯୋଗ କରୁଥିବା ପୋଡପଡା ସେତୁଟି ବର୍ତ୍ତମାନ ବିପଦଶଙ୍କୁଳ ଅବସ୍ଥାରେ । ୨୮ ବର୍ଷ ତଳେ ସେତବେଳର ମୁଖ୍ୟମନ୍ତ୍ରୀ ଶ୍ରୀ…