ଖପ୍ରାଖୋଲ ଥାନାରେ ପ୍ରତିଷ୍ଠା ହେଲା ନୂତନ କୋଠା

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାର ନୂତନ କୋଠା ଶୁକ୍ରବାର ପ୍ରତିଷ୍ଠା ହୋଇଯାଇଛି । ପବିତ୍ର ବେଦ ମନ୍ତ୍ର, ପୂଜା ପାଠ ସହ କରାଯାଇଥିଲା ପ୍ରତିଷ୍ଠା କାର୍ଯ୍ୟକ୍ରମ । ପୂଜା କର୍ତ୍ତା ରୂପେ ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ସାହୁ ପୂଜା କାର୍ଯ୍ୟ ସମ୍ପାଦନ…

ରାସ୍ତା ପାଲଟିଛି ମରଣ ଯନ୍ତା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଂଚାୟତ ର କୁଳ ନାଗପୁର ଗ୍ରାମ ର ରାସ୍ତା ପାଲଟିଛି ମରଣ ଯନ୍ତା l ଏକ ହଜାର ରୁ ଉର୍ଦ୍ଧ ବ୍ୟକ୍ତି ରହି ଆସୁଥିବା ବେଳେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗୋଟିଏ ପଟେ ପାଣି ଜମିଥିବା ବେଳେ ଅନ୍ୟପଟେ ଘଞ୍ଚ…

ବିଦ୍ୟୁତ ଆଘାତରେ ପୁଣି ଚାଲିଗଲା ଏକ ମୂଲ୍ୟବାନ ଜୀବନ

ଭେଣେଇ କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲା ଯୁବକ ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଆଜି ଯୋଗେନ୍ଦ୍ର ବାରିହା ନାମକ ଜଣେ ଯୁବକ ର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତକ ର ଭେଣେଇ ଘରେ କୋଣସି ପ୍ରକାର ବିଦ୍ୟୁତ ତାର…

ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଫଳକ ସହ ଉପାନ୍ତ ଅଞ୍ଚଳରେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାରର ବିଷୟକୁ ନେଇ ଆଲୋଚନା…

https://youtu.be/9CYkalz1XM8 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର କାରଣ ସାହି ସ୍ଥିତ ବିଜୟ ବ୍ୟାୟମ ଶାଳା ପରିସରରେ ପାରଳର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଫଳକ ସହ ଉପାନ୍ତ ଅଞ୍ଚଳରେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାରର ବିଷୟକୁ…

ଫସଲ ବୀମା ପାଇଁ ପଦ୍ମପୁର ଉପଖଣ୍ଡ ବନ୍ଦ ଡାକରା ଦେଇଛନ୍ତି କୄଷକ ସଂଗଠନ ।

ପଦ୍ମପୁର : ପଦ୍ମପୁର ରେ ଚାଷୀ ମାନଙ୍କ ବନ୍ଦ ପାଳନ କୃଷି ବୀମା ପାଇଁ । HDFC ARGO କମ୍ପାନୀ ର ମନମୁଖୀ,ବିଭ୍ରାଟ, ବିଳମ୍ବ,ଅନିୟମିତତା ଏବଂ ଫସଲ ବୀମା ଆଇନ କୁ ଉଲଗ୍ନ କରୁଥିବା ପ୍ରତିବାଦ ରେ ବାଧ୍ୟହୋଇ ଆଜି 18 ଜୁଲାଇ ସକାଳ 6 ଟା ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ପଦ୍ମପୁର ସବଡିଭିନ ର ସମସ୍ତ…

ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨ରେ ଏସଟିପିଆଇ-ଭୁବନେଶ୍ୱରର ଷ୍ଟାର୍ଟଅପ୍‍ ଏବଂ ବିପିଓ ୟୁନିଟଗୁଡିକର ଅଂଶଗ୍ରହଣ

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗାନ୍ଧୀନଗର ଠାରେ ଡିଜିଟାଲ ଇଣ୍ଡିଆ ସପ୍ତାହ ୨୦୨୨ ଉଦଘାଟିତ ହୋଇଥିଲା । ଏହାର ବିଷୟବସ୍ତୁ ହେଉଛି ‘କାଟାଲାଇଜିଂ ନିୟୁ ଇଣ୍ଡିଆସ୍‍ ଟେକ୍‍ଏଡ’, ଯାହା ଦେଶକୁ ଏକ ଡିଜିଟାଲ ଉପାୟରେ ସଶକ୍ତ ସମାଜ ଏବଂ ଜ୍ଞାନଭିତ୍ତିକ…

ଆଖି ବୁଜିଦେଲେ ଯୁବନେତା ସମୀର

ଭୁବନେଶ୍ୱର :: ଭୁବନେଶ୍ୱରର ଜଣାଶୁଣା ଯୁବ ରାଜନୈତିକ ଚେହେରା, ଅତ୍ୟନ୍ତ ମେଳାପୀ, ପରୋପକାରୀ ମଣିଷ ଭାବେ ଜଣାଶୁଣା ତଥା ବିଜେଡିର ଦକ୍ଷ ଯୁବନେତା, ନିଜ ସାଙ୍ଗଠନିକ ଦକ୍ଷତା ଓ ଲୋକ ପ୍ରିୟତା ପାଇଁ ତିନିତିନି ଥର କର୍ପୋରେଟର ରହିଥିବା ସମୀର ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି | ହୃଦାଘାତ ଓ…

କିସରେ ନିଯୁକ୍ତି ପାଇଲେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର: କିସରେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟ ସରକାରଙ୍କ…

ଲଗାଣ ବର୍ଷାରେ ଉଛୁଳିଲା କୁସୁମୀ ନଦୀ

କୁସୁମୀ ନଦୀରେ ବୁଡ଼ିଲା କୋରପିଠା ପମ୍ପ ହାଉସ ଓଡ଼ଗାଁ ସିନେମାହଲ ଛକରେ ବର୍ଷାଜଳ ଜମି ଗମନାଗମନ ବାଧାପ୍ରାପ୍ତ ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ଶନିବାର ରାତିରେ ମୁଷଳ ଧାରାରେ ବର୍ଷା ଲାଗିରହିବା ଯୋଗୁଁ ଡ୍ରେନ ମାଧ୍ୟମରେ ସଠିକ୍ ଭାବରେ ବର୍ଷାଜଳ ନିଷ୍କାସିିତ…

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ

ବୃକ୍ଷ ରୋପଣ କରି ନିଜର ଜନ୍ମଦିନ ପାଳନ କଲେ ସମାଜସେବୀ ସୁବ୍ରତ ସିଂ ବରଗଡ :- ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ତଥା ସମାଜସେବୀ ସୁବ୍ରତ ସିଂହଙ୍କ ଜନ୍ମ ଦିବସ ଅବସରରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ୧୦ମାଇଲ ଛକ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି…