ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ
ସ୍ଥାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ : ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ଆଇନ୍ ସମ୍ପର୍କରେ ସଚେତନତା ସୃଷ୍ଟି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ,ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଶ୍ରୀକ୍ରୀଷ୍ଣ ଆନନ୍ଦ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳୀ , ନୂଆଁଗାଁ…