ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳଙ୍କ ଆଲୋଚନା

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ.ଏସ୍‌ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କୋଲକାତାରେ ଥିବା କନସୋଲାଟ୍‌ ଜେନେରାଲ ଡେଡିଅର ତାଲପେନ୍‌ଙ୍କ ନେତୃତ୍ୱରେ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳ ଓଡ଼ିଶାର…

ଚଳିତ ପାର୍ବଣ ଋତୁରେ କ୍ୟୁନେଟ୍‍ ଅଳଙ୍କାରରେ ନିଜକୁ ସଜାନ୍ତୁ

ଭୁବନେଶ୍ୱର: କ୍ୟୁନେଟ୍‍ ଏକ ବିଶ୍ୱସ୍ତରୀୟ ଇ-କମର୍ସ-ଭିତ୍ତିକ ଡାଇରେକ୍ଟ ସେଲିଂ କମ୍ପାନୀ ଯାହା ବିଶ୍ୱବ୍ୟାପୀ ଗ୍ରାହକଙ୍କୁ ଅନନ୍ୟ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଓ ସେବା ଯୋଗାଇଦେବା ସହିତ ଏହିସବୁ ଉତ୍ପାଦକୁ ପ୍ରୋତ୍ସାହିତ କରି ସେମାନଙ୍କୁ ଏକ ବିକ୍ରୟ ବ୍ୟବସାୟ ଗଢିତୋଳିବାକୁ ସୁଯୋଗ…

ବିକଳ୍ପ ସମାଧାନ କେନ୍ଦ୍ରରେ ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ଥାନୀୟ ମଣ୍ଡଳ ନ୍ୟାୟାଧିକାରୀଙ୍କ ସୁପାରିଶ କ୍ରମେ ଏକ ଘରୋଇ ହିଂସା (ଡି.ଭି.)- ସି.ଏମ୍.ସି-୪୩୪ -୨୦୨୨ ମାମଲାର ବିକଳ୍ପ ସମାଧାନ କେନ୍ଦ୍ରକୁ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର,ଭୁବନେଶ୍ୱରରେ ଆଗତ କରାଯାଇଥିଲା…

ଭୀମ ଭୋଇ ସାମର୍ଥ୍ୟ ଶିବିର ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଚଳିତ ଅକ୍ଚୋବର ୨୮ ତାରିଖରେବାଲିପାଟଣା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ବାଲିପାଟଣା ବ୍କକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ…

ମନ୍ଦିର ଜମିରୁ ଜବରଦଖଲ ହଟାଇବା ଦାବି କରି ଆକ୍ରମଣ ଶିକାର ହେଲେ ସମାଜସେବୀ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ଓ ଏନ୍ଏସି ଅନ୍ତର୍ଗତ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଜାଗାରୁ ଜବରଦଖଲ ହଟାଇବାକୁ ଦାବିକରି ସମାଜସେବୀ ସୁଶାନ୍ତ କୁମାର ସାହୁ ଆକ୍ରମଣର ଶିକାର ହୋଇଥିବା ନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ନୟାଗଡ଼ ଉପ-ଜିଲ୍ଲାପାଳ ତଥା…

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୧୬ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୬ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ୨୦୨୨ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ଏହି…

ନିର୍ଭୀକ ଦାୟିତ୍ବବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ର ମାଧ୍ୟମ ହେଉ ୱେବମିଡ଼ିଆ

ବରଗଡ଼ : ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପଶ୍ଚିମ ଓଡିଶା ୱେବ ମିଡ଼ିଆ ଆସୋସିଏସନ ଆନୁକୂଲ୍ୟ ରେ ଅନୁଷ୍ଠିତ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସର ରେ ଆୟୋଜିତ ସାମ୍ରାତିକ ସମାଜରେ ୱେବ ମିଡ଼ିଆ ର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ଗଣ ମାଧ୍ୟମ ର ଗୁରତ୍ବ ପୂର୍ଣ ଭୂମିକା…

“ସଖୀ”ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ "ସଖୀ"ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ "ସଖୀ"ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ…

ଷଷ୍ଠ ଜଗତସିଂହପୁର ଜିଲ୍ଲାପରିଷଦର ଦ୍ଵିତୀୟ ସାଧାରଣ ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜଗତସିଂହପୁର ଜିଲ୍ଲାପରିଷଦ ଦ୍ଵିତୀୟ ସାଧାରଣ ବୈଠକ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ଯୋଗଦେଇ ସରକାରୀ ମୁଖ୍ୟ ସଚେତନ ତଥା ବିଧାୟକ, ଜଗତସିଂହପୁର ଶ୍ରୀ…

ଟାଇମ୍‍ସ ହାଇଅର ଏଜୁକେସନ୍‍ ର‌୍ୟାଙ୍କିଙ୍ଗ ୨୦୨୩

ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍ ଭୁବନେଶ୍ୱର, ୧୨ ।୧୦: ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ । ବୁଧବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ…