ମେଲଛାମୁଣ୍ଡା ଆସନ ମନ୍ଦିରରେ ପହଂଚିଲେ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଛବି: ସ୍ୱାଗତ ପାଇଁ ବର୍ଣ୍ଣାଢ୍ୟ…
ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ଅର୍ନ୍ତଗତ ମେଲଛାମୁଣ୍ଡା ଆସନ ମନ୍ଦିରରେ ଗୁରବାର ଅପରାହ୍ନରେ ପରମହଂସ ଶ୍ରୀମଦ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଛବି କେନ୍ଦ୍ର ଆସନ ମନ୍ଦିର ବିରତୁଙ୍ଗରୁ ଆସି ପହଂଚିଛନ୍ତି । ମେଲଛାମୁଣ୍ଡାରେ ଅପେକ୍ଷାରତ ଭକ୍ତ ବୃନ୍ଦ…