ପୂର୍ବତଟ ରେଳପଥ ଡ଼ିଆରଏମଙ୍କ ପାରଳାଖେମୁଣ୍ଡି ଗସ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହ : ପୂର୍ବତଟ ରେଳ ପଥ ଡ଼ିଆରଏମ ଅନୁପ ଶତପଥି ବୁଧବାର ଦିନ ପାରଳାଖେମୁଣ୍ଡି ଗସ୍ତ କରିଥିବାର ଜଣାପଡିଛି। ଡ଼ିଆରଏମ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ରାୟଗଡା ଜିଲ୍ଲାର ଗୁଣପୁର ରେଳ ଷ୍ଟେସନର ପୁନରୁଦ୍ଧାର ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ…

ଧାମନଗର ଉପନିର୍ବାଚନ : ଦିନ ଗୋଟାଏ ସୁଦ୍ଧା ୩୯% ମତଦାନ

ମତଦାନ ଚାଲିଥିବା ବେଳେ ରାଜନେତା , ରାଜନୈତିକ ଦଳର ବାଇଟ ବା ପ୍ରତିକ୍ରିୟା ପ୍ରସାରଣକରନ୍ତୁ ନାହିଁ : ସିଇଓ ଭଦ୍ରକ : (ସତ୍ୟବ୍ରତ ନାୟକ) :ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଦିନ ଗୋଟାଏ ସୁଦ୍ଧା ୩୮.୭୫% ମତଦାନ ହୋଇଛି | ସକାଳ ୯ଟା ସୁଦ୍ଧା ୧୦.୨୫ % ମତଦାନ ହୋଇଥିବା…

ଆନନ୍ଦପୁର ପଞ୍ଚାୟତରେ ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ !

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗାଁରେ ଆଜି ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ ବିରୂପା ନଦୀବନ୍ଧ ସୁଦୃଢ଼ୀ କରଣ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ତଥା…

କୋସଲି ଡେରା ର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )ବଲାଙ୍ଗୀର ଜିଲ୍ଲାର ପ୍ରମୁଖ କୋସଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପାଟଣାଗଡ଼ ରେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଶାନ୍ତନୁ କୁମାର ବୁଦ୍ଧିଆ ଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଲାଲଚନ ବଗର୍ତ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ…

ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମୀକ୍ଷା ବୈଠକ ।

ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରିବା ଉପରେ ଗୁରୁତ୍ୱ  ବିଭାଗ ଅନ୍ତର୍ଗତ ବିଭିନ୍ନ ଶାଖାର ଉନ୍ନତି ଓ କ୍ରିୟାଶୀଳତାକୁ ଦୃଷ୍ଟି ଦିଆଯିବ । ଭୁବନେଶ୍ୱର: ଆମେ ସମସ୍ତେ  ଆମର ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବା ଆବଶ୍ୟକ ।  ଓଡିଶାର ଉନ୍ନତି ପାଇଁ ନିଷ୍ଠାର…

ଯୁବ ସାମ୍ବାଦିକ ଙ୍କ ମୃତ୍ୟୁ ରେ ଉତ୍କଳ ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି ଓ ସହାୟତା ଦାବି

ଭଞ୍ଜନଗର : ଖବର ସଂଗ୍ରହ କରିବାକୁ ସାଥୀ ସାମ୍ବାଦିକ ଙ୍କ ସହ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ସମ୍ବେପଦର ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ବୋଲେରୋ ଧକ୍କାରେ ଫୁଲବାଣୀ ଅଞ୍ଚଳର ଯୁବ ସାମ୍ବାଦିକ ବିକାଶ ମିଶ୍ର ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସାଥୀ…

ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ମୌଳିକ ସୁବିଧା ବିକାଶ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ପ୍ରସ୍ତୁତ ହେବ ୫-ବର୍ଷିଆ କାର୍ଯ୍ୟଯୋଜନା ଭୁବନେଶ୍ୱର,: ପ୍ରମୁଖ ସହର ଗୁଡ଼ିକର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ଗମନାଗମନ ସହ ମୌଳିକ ସେବା-ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା…

ଵିଏସକେୱାଇ: ଏଯାବତ ଖର୍ଚ୍ଚ ହେଲାଣି ୧୧୯୧ କୋଟି, ଉପକୃତ ହେଲେଣି ୫,୪୫,୩୩୯ ହିତାଧିକାରୀ

ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମୀକ୍ଷା ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ୫୦୦ ଘରୋଇ ହସ୍ପିଟାଲ ତାଲିକାଭୁକ୍ତ, ସେଥିମଧ୍ୟରୁ ୯୮ଟି ରାଜ୍ୟ ବାହାରେ ଭୁବନେଶ୍ୱର : ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ଯୋଗାଇ…

ସୋଆରେ ବିଶ୍ୱସ୍ତରୀୟ ଆଥଲେଟ୍ ଲାଓ ଚିନ୍ ମେଙ୍ଗଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର:  କ୍ରୀଡା ଓ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାକୁ ନେଇ ନିଜର କ୍ୟାରିୟର ଗଢ଼ିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମାଲେସିଆର ପ୍ରଖାତ ଆଥଲେଟ୍ ତଥା ଟ୍ରେନର ଲାଓ ଚିନ୍ ମେଙ୍ଗ । ଏହି ଅବସରରେ ପିରିଓଡାଇଜେସନ ଓ…

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରୟାସ କ୍ରମେ ବଡ ଗେଙ୍ଗୁଟି ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧ…

ଗ୍ରାମବାସୀ ମାନଙ୍କ ମହଲରେ ଆନନ୍ଦ ର ଲହରୀ : ଖୁବ ଶ୍ରିଘ୍ର କାର୍ଯ୍ୟ ସାରିବାକୁ ବିଧାୟକ ଦେଲେ ନିର୍ଦେଶ l (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ): ବୁଧବାର ପୂର୍ବାହ୍ନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ ଜୟପୁର ଠାରୁ ବାଣପୁର ପର୍ଯ୍ୟନ୍ତ ବଡ…