ରାସ୍ତା କଡ଼ରେ ବୟସ୍କା ବୃଦ୍ଧା : ସହାୟତା ଦାବି

ଜଗତସିଂହପୁର /ରାକେଶ କୁମାର ରାୟ :-ଜଗତସିଂହପୁର ବକ୍ଳ ଅଧିନ ଯଁକୋଟି ଗ୍ରାମ କେନାଲ ରାସ୍ତା କଡ଼ରେ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ଆଜକୁ ପ୍ରାୟ ଚାରି ଦିନ ହେବ ନିଜର ଆବଶ୍ୟକ ସାମଗ୍ରୀ ଜିନିଷ ଧରି ଶୀତ କାକରରେ ଦିନ ରାତି ପଡିରହିଛନ୍ତି । ସେଠିକାର ଗ୍ରାମବାସୀଙ୍କ ସୁଚନା ଅନୁଯାୟୀ ତାଙ୍କ…

ଅବନୀ ବରାଳ ଫାଉଣ୍ଡେସନ୍ ପକ୍ଷରୁ “ଶ୍ରଦ୍ଧାଦିବସ’ ପାଳିତ

ଭୀମ ପୃଷ୍ଟିଙ୍କୁ ଅବନୀ ବରାଳ ସାହିତ୍ୟ ସମ୍ମାନ ଓ ଓମ୍ ପ୍ରକାଶ ମହାନ୍ତିଙ୍କୁ ଆଦରମଣି ମଞ୍ଚକଳା ସମ୍ମାନ ଭୁବନେଶ୍ୱର:ଅଧ୍ୟାପକ ଅବନୀ ବରାଳ ଓଡ଼ିଶାର ଶିକ୍ଷାସଂସ୍କାର ଓ ଶିକ୍ଷକମାନଙ୍କ ମର୍ଯ୍ୟାଦାବୃଦ୍ଧି ଦିଗରେ ଅନବଦ୍ୟ ଅବଦାନ ରଖିଥିବାବେଳେ ଗଳ୍ପ-ନାଟକ ରଚନାରେ ମଧ୍ୟ ବିଶେଷ ଖ୍ୟାତି ଅର୍ଜନ…

୪ ବର୍ଷ ପରେ ଗାଁକୁ ଫେରିଛନ୍ତି ମାଟିର ଗୌରବ ବୈଜ୍ଞାନିକ ଶେଷଦେବ କିସାନ୍‌।

ଆସନ୍ତା ୨୨ ତାରିଖରେ ହେବେ ହାତକୁ ଦି’ ହାତ , ଆସନ୍ତୁ ଜାଣିବା ଶେଷଙ୍କ ସଂଘର୍ଷ କାହାଣୀ ରେଢାଖୋଲ /-: ଗାଁକୁ ଫେରିଛନ୍ତି ଶେଷ। ଇଏ ସେହି ଶେଷ, ଯାହାଙ୍କୁ କୋଳାଇ ଧରିଥିଲା ଦାରିଦ୍ର୍ୟ। ଆଉ ସମାଜ ଆଗରେ କରିଥିଲା ଲୋକହସା। ଖାଲି ଲୋକହସା କରିନଥିଲା, ବରଂ ଅଳ୍ପ ଦିନର ବ୍ୟବଧାନରେ ତାଙ୍କ…

୫୦ବର୍ଷ ପୂର୍ତି ଅବସରରେ ରାଧାକୃଷ୍ଣ ପୂଜା କମିଟି ଆନୁକୂଲ୍ୟରେ ରାଧା କୃଷ୍ଣ ଯୁଗଳ ମୂର୍ତିଙ୍କ ପୂଜା ଉତ୍ସବ ପାଳିତ

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ପବିତ୍ର କାର୍ତିକ ମାସରେ ନିଶ୍ଚିନ୍ତକୋଇଲି ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ଆନୁକୂଲ୍ୟରେ ୫୦ବର୍ଷ ପୂର୍ତି ଅବସରରେ ରାଧା କୃଷ୍ଣ ଯୁଗଳମୂର୍ତିଙ୍କ ପୂଜାର୍ଚ୍ଚନା ଆନନ୍ଦ ଉଲ୍ଲାସର ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ…

ମହିଳାଙ୍କୁ ଅଧିକ ଅଧିକାର ପ୍ରଦାନ କରିବା ଲାଗି ପ୍ରସ୍ତୁତ ଆଇଓଏର ନୂଆ ସମ୍ବିଧାନକୁ ନୀତା ଅମ୍ବାନିଙ୍କ ପ୍ରଶଂସା

ଭୁବନେଶ୍ୱର: ଆଇଓସିର ସଦସ୍ୟା ନୀତା ଅମ୍ବାନି ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ସଂଶୋଧିତ ସମ୍ବିଧାନକୁ ସ୍ୱାଗତ କରିଛନ୍ତି ଏବଂ ଏହାକୁ ଭାରତୀୟର ଅଲିମ୍ପିକ ସ୍ୱପ୍ନ ପାଇଁ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏହାକୁ ପ୍ରସ୍ତୁତ…

ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତର ଜୀ-୨୦ ପ୍ରେସିଡେନ୍ସି ଲୋଗୋ, ଥିମ୍ ଏବଂ ୱେବସାଇଟ ଉନ୍ମୋଚିତ ହେବ

ନୂଆଦିଲ୍ଲୀ: ୮ ନଭେମ୍ବର ୨୦୨୨ ସନ୍ଧ୍ୟା ୪:୩୦ ରେ ଭିଡିଓ କନ୍ଫରେନ୍ସ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜୀ-୨୦ ପ୍ରେସିଡେନ୍ସିର ଲୋଗୋ, ଥିମ୍ ଏବଂ ୱେବସାଇଟ ଉନ୍ମୋଚନ କରିବେ । ଆଗାମୀ ଜୀ-୨୦ ୨୦୨୩ ସମ୍ମିଳନୀ ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ପାଇଁ ନିଜର…

ହୋଣ୍ଡା କାର୍‍ସ୍‍ ଇଣ୍ଡିଆ ଭାରତରେ ୨ ନିୟୁତ ଉତ୍ପାଦନ ମାଇଲଖୁଣ୍ଟରେ ପହଞ୍ଚିଲା

ରାଜସ୍ଥାନର ତାପୁକାରାସ୍ଥିତ ଏହାର କାରଖାନାରୁ ୨ ନିୟୁତତମ ଭାରତରେ ନିର୍ମିତ କାର୍‍ ଉତ୍ପାଦିତ ନୂଆଦିଲ୍ଲୀ/ ଭୁବନେଶ୍ୱର : ଭାରତରେ ପ୍ରିମିୟମ କାର୍‍ଗୁଡିକର ଅଗ୍ରଣୀ ଉତ୍ପାଦନକାରୀ ହୋଣ୍ଡା କାର୍‍ସ୍‍ ଇଣ୍ଡିଆ ଲିମିଟେଡ (ଏଚ୍‍ସିଆଇଏଲ୍‍) ଭାରତରେ ହୋଣ୍ଡା କାର୍‍ସମୂହର ମୋଟ ଉତ୍ପାଦନ ୨ ନିୟୁତ…

କଟକରେ ନଭେମ୍ବର ୮ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଦିନିଆ ସାମୁଦ୍ରିକ ସମ୍ମିଳନୀ

ଭୁବନେଶ୍ୱର,: ଆସନ୍ତା ନଭେମ୍ବର ୮ ତାରିଖରୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି । ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ…

ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ଠାରୁ ପଦ୍ମପୁର ନିର୍ବାଚନମଣ୍ଡଳୀ : କେତେବେଳେ ପ୍ରତିନିଧିତ୍ବ କରିଥିଲେ କିଏ

ଝାରବନ୍ଧ-ମନୋହର ଦାଶ; 1950 ମସିହା ଜାନୁୟାରୀ 26 ତାରିଖରେ ଭାରତ ଏକ ସାର୍ଵଭୌମ ଗଣତାନ୍ତ୍ରୀକ ରାଷ୍ଟ୍ର ର ମାନ୍ୟତା ଲାଭ କରିବା ସହିତ ସ୍ୱାଧୀନ ଭାରତ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଲା l ନୂତନ ସମ୍ବିଧାନ ଅନୁସାରେ ସାବାଳକ ଭୋଟ ଦାନ ର ବ୍ୟବସ୍ଥା ହେଲା ଏବଂ ପ୍ରଥମ…

ଓଇଆରସିର ୫ ବର୍ଷିଆ ବିଦ୍ୟୁତ ଶୁଳ୍କ ପ୍ରସ୍ତାବ, ତଣ୍ଡ ଗଣିବେଏକ କୋଟି ବିଜୁଳି ଗ୍ରାହକ

ଅସନ୍ତୋଷ ବ୍ୟକ୍ତ କରି ୬ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କଲା ସମାଜବାଦୀ ପାର୍ଟି ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଗତ ଅକ୍ଟୋବର ମାସ ୧୩ ତାରିଖ ବିଭିନ୍ନ ସମ୍ବାଦପତ୍ରରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବ ଉପରେ ବିଭିନ୍ନ ଦଳ, ଗଣସଂଗଠନ, ଶିଳ୍ପାନୁଷ୍ଠାନ ଓ…