ପ୍ରଚାର ସାଙ୍ଗକୁ ଶକ୍ତି ବଢାଇବାରେ ଲାଗିଛି ବିଜେଡି
ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ପାଖେଇ ଆସୁଛି ମତଦାନ କରିବାର ଦିନ । ଆସନ୍ତା 5 ରେ ଜେବ ମତଦାନ । ଇତି ମଧ୍ୟରେ ଜୋର ଧରିବାରେ ଲାଗିଛି ପ୍ରଚାର । ପ୍ରଚାର ର ସର୍ବାଗ୍ରେ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ଉପନିର୍ବାଚନ କୁ ସୁନିଶ୍ଚିତ କରିବା ପାଇଁ କଠୋର…