ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ପ୍ୟାରେଡରେ ଭାଗନେବେ ଗଜପତି ଜିଲ୍ଲାର ଆଦିବାସୀ ଛାତ୍ର ଶରତ ଗମାଙ୍ଗ।
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ପ୍ୟାରେଡରେ ଭାଗନେବେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ମଳାସ ପଦର ପଞ୍ଚାୟତର ଆଦିବାସୀ ଛାତ୍ର ଶରତ ଗମାଙ୍ଗ।ସେ ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟର ଯୁକ୍ତ…