ପରମପାଙ୍ଗା ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରମପାଙ୍ଗା ଗ୍ରାମ ପଞ୍ଚାୟତରେ ଆଜି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବାଲିଗୁଡା ବିଡିଓ, ଜିଲ୍ଲା ପରିଷଦ ପରମପାଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ସମେତ ବହୁତ ସଂଖ୍ୟାରେ…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ସ୍ୱାମୀର ଛୁରା ମାଡ଼, ସ୍ୱାମୀ ଫେରାର !

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ପରକୀୟା ପ୍ରତି ସନ୍ଦେହରେ ଛୁରୀ ମାଡ଼, ସ୍ୱାମୀର ଛୁରୀ ମାଡ଼ରେ ସ୍ତ୍ରୀ ଗୁରୁତର, ଗୁରୁତର ଅବସ୍ଥାରେ ବlସନ୍ତି ଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଘଟଣା ସ୍ତଲରେ ପୋଲିସ ପଂହଁଚି ଘଟଣା ର ଅନୁଧ୍ୟାନ ଜାରି ରଖିଥିବା…

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିବାସୀ ମେଳାରେ ‘ବହୁଭାଷୀ ନାଟକ ମହୋତ୍ସବ’

ସାନ୍ତାଳୀ, ମୁଣ୍ତାରୀ, ଦେଶିଆ ଓ ହୋ ଭାଷାରେ ମଞ୍ଚସ୍ଥ ହେଉଛି ନାଟକ ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳା’ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବୃଆରୀ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଦୟାନଦୀ ପାଇଁ ୨୦୨୨ରେ ମିଳିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଭୁବନେଶ୍ୱର, ୪।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା…

ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର -ଏବଂ ଜେ.ଏନ୍‌.ୟୁ…

ଭୁବନେଶ୍ୱର: ନୂଆ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଆଜି ଲୋକସେବା ଭବନ ଠାରେ…

କାମାକ୍ଷାନଗର ମହୋତ୍ସବ ରେ ଚିତ୍ର ଶିଳ୍ପୀ ନାରାୟଣ ସାହୁ ସମ୍ବର୍ଦ୍ଧିତ ।

ଭୁବନ / ଅବିନାଶ ସାଥୁଆ ମହାପାତ୍ର- ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୋତ୍ସବ ରେ ଭୁବନ ର ସୁନାମଧନ୍ୟ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ନାରାୟଣ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ…

ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ସହିତ ବନ୍ଦେ ଉତ୍କଳ ଜନନୀ ଗାନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ,ନୟାଗଡ଼ ପରିସରରେ ଭାଷା,ସାହିତ୍ୟ,ସୃଜନଶୀଳତା ଉତ୍ସବ ଏବଂ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷାର ପ୍ରଚାର…

ଡ଼ମ୍ବସରା ସରକାରୀ (ଏସ.ଏସ.ଡି)ବାଳିକା ଉଚ୍ଚ ବିଦ୍ୟାଳୟର , ବାର୍ଷିକ ଉତ୍ସବ ୨୦୨୪ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ସ୍ଥିତ ଡ଼ମ୍ବସରା ସରକାରୀ (ଏସ.ଏସ.ଡି)ବାଳିକା ଉଚ୍ଚ ବିଦ୍ୟାଳୟ ସ୍କୁଲ ରେ ଆଜି ଇଂ.ତା- ୦୩:୦୨:୨୪ ରିଖ ଦିନ ବିଦ୍ୟାଳୟ ର ବାର୍ଷିକ ମହୋତ୍ସବ ଆୟଜିତ ହୋଇଯାଇଛି । ଏହି ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ରୂପେ ଗୁଣୁପୁର…

ଛେଲିଆମାଳ ଗ୍ରାମ ପଞ୍ଚାୟତ ର 30ତମ ବାର୍ଷିକ ଉତ୍ସବ 2024

କଳାହାଣ୍ଡି(ଶାସକ ପ୍ରଶାସକ) :କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଛେଲିଆମାଳ ଗ୍ରାମ ପଞ୍ଚାୟତ ର ଛେଲିଆମାଳ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ 30ତମ ବାର୍ଷିକ ଉତ୍ସବ 2024 ଆରମ୍ଭ ହୋଇ ଯାଇଛି,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସୁବଳ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ସୁନାସିର…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଦୁଇଦିନିଆ କର୍ମଶାଳା ଉଦଘାଟିତ.

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଦୁଇଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି / ସ୍କୁଲ ଅଫ ମ୍ୟାନେଜମେଣ୍ଟ ଓ ନୂଆଦିଲ୍ଲୀ ସ୍ଥିତ ରିସର୍ଚ୍ଚ ଫୋରମ ସହବନ୍ଧନ ରେ ଆୟୋଜିତ ଏହି କର୍ମଶାଳାରେ "ଉଦ୍ୟୋଗୀ ଆର୍ଥିକ ସମସ୍ୟା…