ସୌନ୍ଦର୍ଯ୍ୟ ନଷ୍ଟ କରୁଛି ବେଳାଭୂମିର ବେଆଇନ ଘର ନିର୍ମାଣ
ପୁରୀ (ଅନିମେଶ ପଟ୍ଟନାୟକ): ବିସ୍ତୀର୍ଣ୍ଣ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପୁରୀକୁ ଏବେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୂଅ ଛୁଟୁଛି । ହୋଟେଲ ଗୁଡ଼ିକର ସମ୍ମୁଖର ବସି ସମୟ କଟାନ୍ତି ପର୍ଯ୍ୟଟକ। ହେଲେ ବେଳାଭୂମି ଉପରେ ବେଆଇନ ଘର ନିର୍ମାଣ ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ପର୍ଯ୍ୟଟକ।…