ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ

ଭବାନୀପାଟଣା ( ରୋହିତ କୁମାର ନାଏକ ).ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲାରେ ନର୍ଲା ବ୍ଲକ୍ ଓ ଜୁନାଗଡ ଏନ୍ ଏ ସି ପାଇଁ ଆଗାମୀ ଫେବୃୟାରୀ ୧୦ ରୁ ଫେବୃଆରୀ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ସାମୁହିକ ଔଷଧ ସେବନ ପାଇଁ ପ୍ରସ୍ତୁତି ବୈଠକ…

ଚିକିଲି ରେ ମା କଙ୍କାଳୁଣି ପୌଷ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ଆଦିବାସୀଙ୍କ ପାରମ୍ପାରିକ ମା କଙ୍କାଳୁଣି ପୌଷ ମଣ୍ଡେଇ ଯାତ୍ରା ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପ୍ରତି ବର୍ଷ ପୌଷ ପୂର୍ଣ୍ଣମୀ ପରେ ଚିକିଲି ଗ୍ରାମରେ…

ସାଇ ବିଜନେସ୍ କ୍ଲବ୍ ଦ୍ଵାରା ପୁନେ ଠାରେ ଦୁଇ ଦିନିଆ ସ୍ୱାସ୍ଥ୍ୟ ମହୋତ୍ସବ ‘ଆରୋଗ୍ୟମ୍’ : ଡକ୍ଟର ନରସିଂହ…

 ବାଳକୃଷ୍ଣ ପାଣିଗ୍ରାହୀ : ସାଇ ବିଜନେସ୍ କ୍ଲବ୍ ଦ୍ଵାରା ପୁନେ ସ୍ଥିତ ହୋଟେଲ ଟିପ ଟପ୍ ଇଣ୍ଟର୍ଣାସନାଲ୍ ଠାରେ ଦୁଇ ଦିନିଆ ସ୍ୱାସ୍ଥ୍ୟ ମହୋତ୍ସବ 'ଆରୋଗ୍ୟମ୍' ଆୟୋଜନ କରାଯାଇଥିଲା। ଏଥିରେ ସମୁଦାୟ ୪୦ ରୁ ଅଧିକ ଷ୍ଟଲରେ ଦୁଇ ଦିନ ପାଇଁ ସ୍ୱାସ୍ଥ୍ୟସେବା ଉତ୍ପାଦ ଏବଂ ସେବା ପ୍ରଦର୍ଶନ…

ଲିପିକା ମାଝୀ ଙ୍କୁ ସହଯୋଗ ର ହାତ ବଢାଇଲେ ନର୍ଲା ପ୍ରେସ ଆସୋସିଏସନ୍

ଭବାନୀପାଟଣା( ରୋହିତ କୁମାର ନାଏକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମାର୍ଧା ପଞ୍ଚାୟତ ବକ ଟି ଗ୍ରାମର ଉପେନ୍ଦ୍ର ମାଝୀ ଙ୍କ ଝିଅ ଲିପିକା ମାଝୀ ବୟସ ମାତ୍ର ଛଅ ବର୍ଷ, ସେ ଚାଲି ପାରୁ ନାହାଁନ୍ତି ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛନ୍ତି ଅର୍ଥ ସାଜୁଛି ବାଧକ ଉପଯୁକ୍ତ ଚିକିତ୍ସା…

ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଗୋଷ୍ଠୀ…

ଇଗ୍ନୋର ୬ଟି ଆଞ୍ଚଳିକ କେନ୍ଦ୍ରର ନୂତନ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଡିଷ୍ଟାନ୍ସ, ଡିଜିଟାଲ୍ ଓ ଟେକ୍ନୋଲୋଜି ଭିତ୍ତିକ ଲର୍ଣ୍ଣିଂ ପଦ୍ଧତିରେ ଇଗ୍ନୋକୁ ଦୁନିଆର ଉନ୍ନତ ଅନୁଷ୍ଠାନ ବନାଇବା - ଧର୍ମେନ୍ଦ୍ର ପ୍ରଧାନ • ଅଗରତାଲା, ବାଙ୍ଗାଲୁରୁ, ପୁଣେ, ଜମ୍ମୁ, ପୋର୍ଟ ବ୍ଲେୟର ଏବଂ ନୋଏଡାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ରର ନୂଆ ଭବନର ଲୋକାର୍ପଣ • ଇଗ୍ନୋ…

ଝାରସୁଗୁଡ଼ା ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ଡିଭିଜନ୍ କାର୍ଯ୍ୟାଳୟ ଗୃହ ଉଦଘାଟିତ

ଝାରସୁଗୁଡା: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟି (ଟିପିଡବ୍ଲ୍ୟୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ନ୍ତରଣରେ ସଦା ପ୍ରଚେଷ୍ଟା ଜାରି ରଖିଛି । ଏହି ଦିଗରେ କମ୍ପାନୀ ଆଉ…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ନିଆଯାଇଛି ୧୮ ଟି ନିଷ୍ପତ୍ତି

ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିମନ୍ତ୍ରୀ ଶ୍ରୀଅଶ୍ୱିନୀକୁମାର ପାତ୍ରଙ୍କ ବିବୃତ୍ତି ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ୫-ଟି (5T)ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ନିମ୍ନୋକ୍ତ ନିଷ୍ପତ୍ତି…

ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ ର ୨୯ ତମ କ୍ୟାମ୍ପୋରୀ ଭଞ୍ଜନଗରରେ ଉଦଘାଟିତ

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ର ୨୯ ତମ କ୍ୟାମ୍ପୋରୀ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳୀ ସ୍ୱାଇଁଙ୍କ ଦ୍ୱାରା ଆଜି ବୁଧବାର ୭ ତାରିଖ…

ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}:ଆଜି ବୁଧବାର ୭ ତାରିଖ ଫେବୃଆରୀ ମାସ ୨୦୨୪ ସକାଳୁ ସକାଳୁ ଭଞ୍ଜନଗର ଠାରୁ ୪ କିଲୋମିଟର ଦୂର ଟୋକା ଗଣ୍ଡା ଗ୍ରାମ ମୁଖ୍ୟ ରାସ୍ତାରେ ଟ୍ରକ ଓ ଟ୍ରାକ୍ଟର ମୁହାମୁହି ଧକ୍କା ହେବା ଫଳରେ ଟ୍ରାକ୍ଟର ଚାଳକ ଗୁରୁତର ହେବା ସହ ଟ୍ରାକ୍ଟର ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂର…