ବଲାଙ୍ଗିର ପୌର ପରିଷଦ ଠାରେ ୭୮ ତମ ସ୍ବାଧିନତା ଦିବସ ପାଳିତ
ବଲାଙ୍ଗିର : ସାରା ଦେଶରେ ୭୮ ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ରେ ମଧ୍ୟ ବିଭିନ୍ନ ସ୍ଥାନରେ ଆଜି ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ବଲାଙ୍ଗିର ମ୍ୟୁନିସିପାଲଟି କାର୍ଯ୍ୟଳୟ ରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି | ପୌରାଧ୍ୟକ୍ଷ୍। ଲୀକା…