ଜିଲ୍ଲା ସ୍ତରୀୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମା ଠାରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ଏକ ସଚେତନତା ମିନି ମାରାଥନ୍ ରାଲୀ ଅତିରିକ୍ତ…

ଅନ୍ଧ ବିଶ୍ୱାସ ର କୁପରିଣତି , ଗୁଣି ଗାରେଡ଼ି ସନ୍ଦେହ ରେ ଆଦିବାସୀ ମହିଳା ଙ୍କୁ ପ୍ରାଣାନ୍ତକ ଆକ୍ରମଣ ##

  ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୁଣି ଗାରେଡ଼ି କରୁଥିବା ସନ୍ଦେହ ରେ ଅଞ୍ଚଳା ଗ୍ରାମର କିଛି ଲୋକ ଜଣେ ଆଦିବାସୀ ମହିଳା ଙ୍କୁ ଅତି ନିର୍ଦ୍ଦୟ ଭାବରେ…

ବନ୍ଧୁପାଲି ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

 ବିଜେପୁର :- ସୁଶାନ୍ତ ସାହୁ  ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା, ସମ୍ମାନୀତ ଅତିଥି…

ଅଞ୍ଚଳ ମହାବିଦ୍ୟାଳୟ ଇତିହାସ ବିଭାଗର ପାଠଚକ୍ର

ପଦ୍ମପୁର :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଇତିହାସ ବିଭାଗର ଏକ ପାଠଚକ୍ର ଶୀର୍ଷକ "ନଙ୍କ ଦୁର୍ଭିକ୍ଷ ଓ ଟିରେଭେନ୍ସାଙ୍କ ଭୂମିକା" ଡଃ ବିରଞ୍ଚି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା ଭାବରେ ଇତିହାସ ବିଭାଗର ପୂର୍ବତନ ପ୍ରାଧ୍ୟାପକ ଗଜରାଜ…

ଜିଲ୍ଲା ଅଦାଲତ ପରିସରରେ ରକ୍ତଦାନ ଶିବିର

ଜଗତସିଂହପୁର ତା- ୨୯.୧୦.୨୦୨୪ ସୁମନ୍ତ କୁମାର ଦାସ:ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଓ ଜିଲା ଓକିଲ ସଂଘର ମିଳିତ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ଅଦାଲତ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ…

ଦୁର୍ନୀତି ନିବାରଣ ସତର୍କତା ସଭା ଆୟୋଜିତ

ଜଗତସିଂହପୁର,ତା-୨୯.୧୦.୨୦୨୪/ସୁମନ୍ତ କୁମାର ଦାସ:  ତା ୨୮.୧୦.୨୦୨୪ରିଖ ଠାରୁ ୦୩.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଠାରେ ଦୁର୍ନୀତି ନିବାରଣ ସତର୍କତା ସଭା…

ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୫ ଉପଲକ୍ଷେ ପଦଯାତ୍ରା ଓ ପଥୋତ୍ସବ ଅନୁଷ୍ଠିତ

ଜଗତସିଂହପୁର,ତା-୨୯.୧୦.୨୦୨୪/ସୁମନ୍ତ କୁମାର ଦାସ:  ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୫ ପରିପ୍ରେକ୍ଷୀରେ ନୂତନ ଭୋଟରମାନଙ୍କୁ ସଚେତନ କରିବା ନିମନ୍ତେ ପଦଯାତ୍ରା ଓ ପଥଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ…

ଗୁଣପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ,ରାୟଗଡା ଜିଲ୍ଲା ବିଜେଡି ସଭାପତି ଅନୁପସ୍ଥିତକୁ ନେଇ ଚର୍ଚ୍ଚା

ଗୁଣପୁର: () ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଦ୍ବିତୀୟ ପର୍ଯ୍ୟାୟରେ ଗୁଣପୁର ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା , ପୂର୍ବତନ ଜିଲ୍ଲା ବିଜେଡି…

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ: ” ମିନିମାରାଥନ ଯୋଗଦେଲେ ଯୁବକ ଯୁବତୀ

ରାୟଗଡ:-ତା ୨୯.୧୦.୨୦୨୪ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଓଡିଶା ବିପର୍ଯ୍ୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯୟ ପ୍ରଶମନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ…

ରାୟଗଡାରେ ପଥ ଉତ୍ସବ ଅନୁଷ୍ଠିତ

* ସମ୍ଭାବ୍ୟ ଭୋଟରଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ * ୱାକେଥନରେ ସାମିଲ ହେଲେ ଜିଲ୍ଳାବାସୀ ।* ସାଂସ୍କୃତିକ କାର୍ଯ୍ୟକ୍ରମ ମୋହିଲା ଭୋଟରଙ୍କ ମନ। ରାୟଗଡା: ମଙ୍ଗଳବାର ସକାଳ ରାୟଗଡା ସହର ହେଲା ଉତ୍ସବ ମୁଖର। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟ୍ଟାୱରୀଙ୍କ…