‘ଘୁମୁରା’ ଉତ୍ସବରେ କଳାହାଣ୍ଡିର ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ

କଳାହାଣ୍ଡି ଉତ୍ସବରେ ବେଦାନ୍ତ ଆଲୁମିନିୟମର ଷ୍ଟଲ ବଡ଼ ଆକର୍ଷଣ ଲାଞ୍ଜିଗଡ଼, ୨୨/୦୧/୨୦୨୫: ବେଦାନ୍ତ ଆଲୁମିନିୟମର ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡ୍ ଆଲୁମିନା ଉତ୍ପାଦନକାରୀ ତଥା ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲିମିଟେଡ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୯ ଜଣ ଯୁବକଙ୍କୁ…

କେନ୍ଦୁଝର ନାବାଳିକା ଯୌନ ନିର୍ଯାତନା ମାମଲା:ସେକ୍ସ ରାକେଟର ଚେର ଅତି ଗଭୀର।

ବହୁତ ଗରିବ ଝିଅ ଏହାର ଶିକାର ହୋଇଛନ୍ତି ବଡ଼ବଡ଼ିଆଙ୍କ ହାତ ରହିଛି। କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)- କେନ୍ଦୁଝର ଜିଲ୍ଲାରେ ଅନେକ ନାବାଳିକା ଝିଅ ପରିବାର ପୋଷିବାକୁ ବାହାରକୁ ଯାଇ କାମ କରୁଛନ୍ତି। ଘରୋଇ ସହାୟିକା ଭାବେ ରଖି ଅନେକଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଛି।…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର ଜାମଖାନି କୋଇଲା ଖଣିରେ ଅତ୍ୟାଧୁନିକ କାର୍ଯ୍ୟକ୍ଷମ ଡାସବୋର୍ଡର ଶୁଭାରମ୍ଭ

ଭୁବନେଶ୍ଵର, ୨୨.୦୧.୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଜାମଖାନି କୋଇଲା ଖଣିରେ ଏକ ଅତ୍ୟାଧୁନିକ କାର୍ଯ୍ୟକ୍ଷମ ଡାସବୋର୍ଡର ଶୁଭାରମ୍ଭ କରିଛି । ଏହି ଅତ୍ୟାଧୁନିକ ଡିଜିଟାଲ ପ୍ଲାଟଫର୍ମ ରିଅଲ-ଟାଇମ୍ ଡାଟାକୁ ସମନ୍ୱିତ କରେ, କାର୍ଯ୍ୟଦକ୍ଷତା…

ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ନେଇ ଜାତୀୟସ୍ତରୀୟ କର୍ମଶାଳାର ପ୍ରଥମ ଦିନ

୧୦ ଟି ଗ୍ରୁପ୍ ମାଧ୍ୟମରେ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ଆଲୋଚନା ଭୁବନେଶ୍ବର, ୨୧ ଜାନୁଆରୀ ୨୦୨୫: ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତାକୁ ନେଇ ଆରମ୍ଭ ହୋଇଯାଇଛି ତିନି ଦିବସୀୟ ଜାତୀୟସ୍ତରୀୟ କର୍ମଶାଳା । ପ୍ରଥମ ଦିନରେ ୧୦ ଟି ଗ୍ରୁପ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକଳାପ…

ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଅତୁଳନୀୟ ସଫଳତା, ଗତ ୧୦ ବର୍ଷ ମଧ୍ୟରେ ସଫଳତାର ସହିତ ୫୦୦ରୁ ଉର୍ଦ୍ଧ କିଡନୀ…

ଭୁବନେଶ୍ୱର: କିଡ୍‌ନୀ ରୋଗର ସଫଳ ଚିକିତ୍ସା ପାଇଁ ଓଡ଼ିଶାର ଘରେ ଘରେ ସୁପରିଚିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଗତ ୧୦ ବର୍ଷ ମଧ୍ୟରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ସଫଳତାର ସହିତ ୫୦୦ରୁ ଉର୍ଦ୍ଧ କିଡ୍‌ନୀ ପ୍ରତିରୋପଣ…

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ ସମ୍ବିଧାନ’ ଯାତ୍ରା ଓ ସମାବେଶ

ଭୁବନେଶ୍ୱର, ୨୧.୧ : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୨୩ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ…

ଓଡ଼ଗାଁ ଓ୍ବାଟର ଶେଡ୍ ଯାତ୍ରା ୨୦୨୫, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ଗୁରୁତ୍ୱ

ଓଡ଼ଗାଁ,୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ୍ବାଟରଶେଡ୍ ସଚେତନତା ଯାତ୍ରା ୨୦୨୫ ବାଣ୍ଠପୁର ପଞ୍ଚାୟତ ଧବଳେଇ ପଡ଼ିଆ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳିଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୨୦୨୩-୨୪ ବର୍ଷ ପାଇଁ ୨୦ଜଣଙ୍କୁ ମିଳିଲା ରାଜ୍ୟ ଜାତୀୟ ସେବା ଯୋଜନା ପୁରସ୍କାର

ରାଜ୍ୟ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ "ବିକଶିତ ଓଡ଼ିଶା, ସ୍ୱପ୍ନର ଓଡ଼ିଶା" ଗଠନରେ ସଶକ୍ତ ଯୁବନେତୃତ୍ୱର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର, (୨୧/୧): ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ…

ଘରେ ନୋଟିସ୍ ଲଗେଇଲା ଝାଡଖଣ୍ଡ ପୋଲିସ ।

ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ- ଝାରପଖୋରିଆ ଥାନା ଅଞ୍ଚଳର ଦିଘି ଗ୍ରାମର ରଞ୍ଜନ କୁମାର ସେଠୀ ଙ୍କ ଘରେ ଝାଡଖଣ୍ଡ ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ପହଞ୍ଚି ଥିଲା। ପ୍ରକାଶ ଥାଉ କି ୨୦୨୦ ମସିହା ରେ ଜାମଶୋଳା ଠାରେ ଥିବା ଜିଓ ଟାୱାରରୁ ୧୦କେଭି ଡି,ଜେ ଜେନେରେଟର ଚୋରି…

ବେଲଗୁଣ୍ଠା ଖଦାଳ ସାହି ମାଆ ରୁଦ୍ରକାଳୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଏବଂ ତୋରଣ ଉଦ୍‌ଘାଟନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସହରରେ ଥିବା ଖଦାଳ ସାହି ମାଆ ରୁଦ୍ରକାଳୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଥିବା ବେଳେ ମାଆଙ୍କ ତୋରଣକୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…