ବୃଦ୍ଧଙ୍କ ନିକଟରୁ ୫୨.୧୫୦ କେଜି ଗଞ୍ଜେଇ ଜବତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଗାଙ୍ଗପୁର ପୋଲିସ ବେଆଇନ୍ ଗଞ୍ଜେଇ ଚାଲାଣ କରୁ୍ଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଆଜି ମଧ୍ୟାହ୍ନ ସାମୟରେ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକ ନିଜ ଟିମ୍ ସହିତ କଣ୍ଟେଇପଲ୍ଲୀ ଏବଂ ବଡ଼ ବୋର୍ସିଂ…