ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ଉଦଘାଟିତ
ପୁରୀ (ଅନିମେଶ ପଟ୍ଟନାୟକ): ପରିବାର-ଭିତ୍ତିକ ଯତ୍ନର ସ୍ୱରୂପକୁ ସୁଦୃଢ଼ କରିବା ପାଇଁ ଦୁଇ ଦିନିଆ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ ଆଜିଠାରୁ ଆରମ୍ଭ ହୋଇଛି।ଓଡିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର…