ବାରମ୍ବାର ଅଚଳ ହେଉଛି ଦୁର୍ଗା, କ୍ଷତି ସହୁଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଉରକେଲାରୁ ସୁଶାନ୍ତ ବେହେରା : ପୁଣି ଅଚଳ ହୋଇଯାଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣସ, ଆର୍ଏସ୍ପିର ଉତ୍ତପ୍ତ ଲୌହ ଉତ୍ପାଦନ ପ୍ରାୟ...
ବାରମ୍ବାର ଅଚଳ ହେଉଛି ଦୁର୍ଗା, କ୍ଷତି ସହୁଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଉରକେଲାରୁ ସୁଶାନ୍ତ ବେହେରା : ପୁଣି ଅଚଳ ହୋଇଯାଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣସ, ଆର୍ଏସ୍ପିର ଉତ୍ତପ୍ତ ଲୌହ ଉତ୍ପାଦନ ପ୍ରାୟ...
ବାରିପଦା- ସେ ପୋଲିସ ନା ଯମଦୂତ ନା ତାଲିବାନୀ ଆତଙ୍କବାଦୀ । ହେଲମେଟ୍ ଚେକିଂ କରିବା ନାଁରେ ଦାଦାଗିରି ଗୁଣ୍ଡାଙ୍କ ଭଳି ଲୋକଙ୍କୁ ପିଟିବ । କୁନି ଝିଅଟାର ଅଜାଗାରେ ଯଦି ବାଜି ଯାଇଥାନ୍ତା । ଯୋଡ ଜୋରରେ ପାହାର ଗୋଡରେ ପଡିଛି ସେଇ ମାଡଟା...
ଭୁବନେଶ୍ୱରରୁ ମାନସୀ ମିଶ୍ର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣର୍ା ଓ ଆଶା କଲ୍ୟାଣ ନାମକ ଦୁଇଟି ଯୋଜନା ଶୁଭାରମ୍ଭ କରିଛନ୍ତି । ତାଙ୍କ ଅଭିଯୋଗ ପ୍ରକୋÂସ୍ଥ ସମ୍ମିଳନୀ କକ୍ଷରୁ ଏହା ସହିତ ୩୨୨ଟି ସ୍ୱାସ୍ଥ୍ୟଭିତିକ ପ୍ରକଳ୍ପର...
ନୂଆଦିଲ୍ଲୀ : ନଟ ଫର୍ ସେଲ୍ ବୋଲି ଉଦ୍ଧିଷ୍ଟ ହୋଇଥିବା ମେଡିସିନ ରୋଗୀଙ୍କୁ ବିକ୍ରୀ କରାଯାଇପାରିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟହରିହର ଆଚଳିକ କର୍କଟ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ନଟ୍ ଫର ସେଲ...
ଭୁବନେଶ୍ୱର : ସିବିଆଇ ଚିଟ୍ଫଣ୍ଡ ତଦନ୍ତ ବ୍ୟାପାରରେ ଯେଉଁଭଳି ଭାବରେ ଗତି କରୁଛି, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଚିଟ୍ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ତଥା ସେମାନେ କିଭଳି କଷ୍ଟ ଉପାର୍ଜିତ ଅର୍ଥ ଫେରିପାଇବେ ସେଥିପାଇଁ...